ନୟାଗଡ଼,(ବାଘୁଆବାର୍ତ୍ତା): ମେ ୧ ତାରିଖରୁ ସମସ୍ତଙ୍କୁ ଟୀକା ପ୍ରଦାନ ନେଇ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ୧୮ ବର୍ଷରୁ ସମସ୍ତେ ଟୀକା ନେଇ ପାରିବେ ବୋଲି ଘୋଷଣା କରାଯାଇଛି । ରାଜ୍ୟମାନେ ୫୦ ପ୍ରତିଶତ ଟୀକା କିଣି ପାରିବେ ନେଇ କେନ୍ଦ୍ର ପକ୍ଷରୁ କୁହାଯାଇଛି । ତୃତୀୟ ପର୍ଯ୍ୟାୟରେ ୧୮ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କୁ ଟୀକା ଦିଆଯିବା ନେଇ ସୂଚନା ।





