Tuesday, June 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରଶାସନ କଥା ମାନୁ ନାହାଁନ୍ତି ଘରୋଇ ବସ୍

by ସଞ୍ଜୟ ସ୍ୱାଇଁ
July 7, 2021
in State, Toursimi
ପ୍ରଶାସନ କଥା ମାନୁ ନାହାଁନ୍ତି ଘରୋଇ ବସ୍
296
VIEWS
Share on FacebookShare on Twitter

ଲକ୍ଷ୍ମୀପୁର, (ବାଘୁଆବାର୍ତ୍ତା): କରୋନା ମହାମାରୀ ଯୋଗୁଁ ଚାଲିଥିବା ଲକଡାଉନ୍ ପାଇଁ ଦୀର୍ଘ ଦିନ ହେଲାଣି କୋରାପୁଟ ଜିଲ୍ଲାର ବନ୍ଦ ଥିବା ଘରୋଇ ବସ ୪ ଦିନ ହେଲା ଚଳପ୍ରଚଳ ଆରମ୍ଭ କରିଛି । ଜୟପୁର, ନବରଙ୍ଗପୁର, କୋରାପୁଟ ଠାରୁ ଲକ୍ଷ୍ମୀପୁର ଦେଇ ଯାଉଥିବା ଘରୋଇ ବସ ଗୁଡିକରେ ଏବେ ମନମୁଖି ଶାସନ ଚାଲିଥିବା ଦେଖିବାକୁ ମିଳିଛି । ପ୍ରଶାସନର ନିୟମକୁ ପୁରା ଅଣଦେଖା କରାଯାଉଛି । ବସରେ ସିଟ ସଂଖ୍ୟାରୁ କମ ପାସେଞ୍ଜର ନେବାକୁ ନିର୍ଦ୍ଦେଶ ଜାରି ହୋଇଥିଲେ ମଧ୍ୟ କେହି ବି ମାନୁ ନାହାନ୍ତି । ଏପରିକି ସିଟ ସଂଖ୍ୟାରୁ ଅଧିକ ପାସେଞ୍ଜରଙ୍କୁ ଖୁନ୍ଦାଖୁନ୍ଦି ହୋଇ ନେଉଥିବା ଦେଖିବାକୁ ମିଳିଛି । ଏଥିସହ ଟିକେଟ ଦର ମଧ୍ୟ ସରକାର ଜାରି କରିଥିବା ଦର ଠାରୁ ଅଧିକ ନିଆ ଯାଉଛି । ଆଜି ଏକ ଘରୋଇ ବସ ନବରଙ୍ଗପୁର ଠାରୁ ଗୁଣୁପୁର ଅଭିମୁଖେ ଯାଉଥିବା ବେଳେ ବସ ଭିତରେ ପାସେଞ୍ଜର ପୁରା ଭର୍ତି ହୋଇଥିବା ନଜରକୁ ଆସିଥିଲା। ଯାହା କି କରୋନା ମହାମାରୀକୁ ସ୍ଵାଗତ କରାଯାଉଥିବା ସଦୃଶ୍ୟ ପାଲଟିଛି । ତେଣୁ ପ୍ରଶାସନର କଥାକୁ ଅମାନ୍ୟ କରୁଥିବା ଏହିଭଳି ଘରୋଇ ବସ ଉପରେ ଜିଲ୍ଲାପ୍ରଶାସନ କଡା ପଦକ୍ଷେପ ଗ୍ରହଣ କରିବା ଜରୁରି ହୋଇପଡିଛି ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!