ରାଉଲକେଲା, (ବାଘୁଆବାର୍ତ୍ତା): ଷ୍ଟିଲ୍ ସିଟିରେ ଫୁଟିଲା ଗୁଳି, ମାରାଥନ କାର୍ୟ୍ୟକ୍ରମ ଚାଲିଥିବା ବେଳେ ଗୁଳିମାଡ଼ରେ ଜଣେ ଯୁବକ ଆହତ। ଯୁବକଙ୍କ ପିଠିରେ ଗୁଳି ବାଜିଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁଳିମାଡ଼ର କାରଣ ଅସ୍ପଷ୍ଟ, ଘଟଣା ସ୍ଥଳରେ ପହଁଚି ତଦନ୍ତ କରୁଛି ପୁଲିସ୍ ।





