Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସଂଗରୋଧ କେନ୍ଦ୍ରରେ ବୃକ୍ଷରୋପଣ

by Anil Panda
July 25, 2020
in Breaking
ସଂଗରୋଧ କେନ୍ଦ୍ରରେ ବୃକ୍ଷରୋପଣ
274
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ଖଣ୍ଡପଡ଼ା ବ୍ଲକ୍ ଅନ୍ତର୍ଗତ ଯୋଗିଆପଲ୍ଲୀ ପଞ୍ଚାୟତର ଘାଟି ଠାକୁରାଣୀ କଲ୍ୟାଣମଣ୍ଡପ ଠାରେ ସଂଗରୋଧ କେନ୍ଦ୍ରରେ ୮ ଜଣ ଅନ୍ତେବାସିନୀ ଗ୍ରାମୀଣ ଆଇନ୍ ସଚେତନତା କର୍ମୀ ପ୍ରଫୁଲ୍ଲ କୁମାର ବେହେରାଙ୍କ ଆହ୍ୱାନକ୍ରମେ ନକୁଳ ଜେନାଙ୍କ ନେତୃତ୍ୱରେ ପରିବେଶର ସୁରକ୍ଷା ପାଇଁ କଲ୍ୟାଣ ମଣ୍ଡପ ପରିସରରେ ବୃକ୍ଷରୋପଣ କରିଥିଲେ । ଗଛ ବଞ୍ଚିଲେ ଆମେ ବଞ୍ଚିବା ଏବଂ ପରିବେଶ ସୁସ୍ଥ ରହିଲେ ଆମେ ସୁସ୍ଥ ରହିବା ଏପରି ବାର୍ତ୍ତା ମାନବସାମାଜକୁ ଦେଇ ଅଁଳା, ଆମ୍ବ, ଆତ, ପିଜୁଳି, ଆକାଶିଆ ଆଦି ବିଭିନ୍ନ ପ୍ରକାର ଗଛ ଲଗାଇ ସମାଜପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ଖୁସିର କଥା ଜଣେ ୩/୪ବର୍ଷର କୁନି ଝିଅ ଏହି ସଂଗରୋଧ କେନ୍ଦ୍ରରେ ରହି ପରିବେଶ କ\’ଣ? ସୁସ୍ଥ ସମାଜ କ\’ଣ ନବୁଝି ମଧ୍ୟ ତାହାର ପିତାମାତାଙ୍କ ସହିତ ବୃକ୍ଷରୋପଣ କରିଛି । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ସଫଳ କରିବାରେ ସମାଜସେବୀ ପ୍ରଦୀପ କୁମାର ସାହୁ ସମସ୍ତ ଚାରା ପ୍ରଦାନ କରିଥିବା ବେଳେ ଏଥିରେ ମଧୁସ୍ମିତା ବେହେରା, ଚିତ୍ତରଞ୍ଜନ ପଟ୍ଟନାୟକ, ପ୍ରଦୀପ୍ତ ପଟ୍ଟନାୟକ, ଗୋବିନ୍ଦ କୁମାର ପଣ୍ଡା, ଦାଶରଥି ବେହେରା, ଶ୍ରୀକାନ୍ତ କୁମାର ବେହେରା, ସୃଷ୍ଟି ସମୃଦ୍ଧି ଜେନା ପ୍ରମୁଖ ଅନ୍ତେବାସୀ ସାମିଲ ହୋଇଥିଲେ । ସ୍ଥାନୀୟ ସରପଞ୍ଚ ସହଯୋଗ କରିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!