Tuesday, September 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହାର୍ଡଓୟାର ଦୋକାନରୁ ଏକ କିଲୋ ବ୍ରାଉନସୁଗାର ଜବତ, ତିନି ଜଣଙ୍କୁ ବାନ୍ଧିଲା ଏସଟିଏଫ

by ସଞ୍ଜୟ ସ୍ୱାଇଁ
June 3, 2021
in Crime, State
ହାର୍ଡଓୟାର ଦୋକାନରୁ ଏକ କିଲୋ ବ୍ରାଉନସୁଗାର ଜବତ, ତିନି ଜଣଙ୍କୁ ବାନ୍ଧିଲା ଏସଟିଏଫ
447
VIEWS
Share on FacebookShare on Twitter

ଜଳେଶ୍ୱର (ବାଘୁଆବାର୍ତ୍ତା): ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ ଦିନକୁ ଦିନ ବ୍ରାଉନସୁଗର କାରବାର ବନ୍ଦ ହେବାର ନା ଧରୁ ନାହିଁ। କମ୍‌ ବୟସର ପିଲାମାନଙ୍କୁ ମଧ୍ୟ ଏହି କାରବାର ରେ ମଧ୍ୟ ଲିପ୍ତ କରାଯାଉଛି । ସ୍ଥାନୀୟ ପୋଲିସ ନିରବ ଦ୍ରଷ୍ଟା ସାଜିଛି, ଯାହା ଫଳରେ ଏହି ବ୍ରାଉନସୁଗର କାରବାର ରେ ଯେଉଁମାନେ ସମ୍ପୃକ୍ତି ଅଛନ୍ତି ଧୀରେ ଧୀରେ ଭୁବନେଶ୍ୱର ଓ କଟକକୁ ଚେର ବିସ୍ତାର କଲେଣି । ସେଠାରୁ ଏସ ଟି ଏଫ, ଟିମର ଅଧିକାରୀ ମାନେ ଟ୍ରାକିଂ କରି ବ୍ରାଉନସୁଗାର ବେପାରିମାନଙ୍କୁ ଗିରଫ କରିବାରେ ସଫଳ ହେଉଛନ୍ତି। ଗୁରୁବାର ଦିନ ମଧ୍ୟାହ୍ନ ସମୟରେ ଜଳେଶ୍ୱର ଚୈତନ୍ୟ ସାହୁ ଛକ ନିକଟରେ ଶ୍ରୀ ଦୁର୍ଗା ହାର୍ଡୱେର ଷ୍ଟୋରର ଦୁଇ ମହଲା ରହିଥିବା ଦୋକାନରେ ୧କେଜି ରୁ ଉଦ୍ଧ୍ୱର୍ ବ୍ରାଉନସୁଗାର ମାଲ କୁ ଏକ ବେପାରୀ କୁ ଦେବା ସମୟରେ ଏସ ଟି ଏଫ ଟିମ ବେପାରୀ ମାନଙ୍କୁ ଗିରଫ କରିଥିଲେ। ଗିରଫ ହୋଇଥିବା ବ୍ୟକ୍ତି ହେଲେ ଝାଡେଶ୍ୱରପୁର ଗ୍ରାମ ର ସେକ ସାହବଜନ, ପଥରପୁରା ଗ୍ରାମ ର ପିଣ୍ଟୁ ସାହୁ ଓ କୁନା ଦାସ, ଉକ୍ତ ତିନି ବେପାରୀକୁ ଭୁବନେଶ୍ୱର କୁ ଏସ ଟି ଏଫ ନେଇ ଯାଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!