Saturday, July 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ତିନିକୋଟିରୁ ଉଦ୍ଧ୍ୱର୍ ବ୍ରାଉନ ସୁଗାର ଜବତ, ଆସାମୀ ଗିରଫ

by ସଞ୍ଜୟ ସ୍ୱାଇଁ
June 6, 2021
in Crime, State
ତିନିକୋଟିରୁ ଉଦ୍ଧ୍ୱର୍ ବ୍ରାଉନ ସୁଗାର ଜବତ, ଆସାମୀ ଗିରଫ
389
VIEWS
Share on FacebookShare on Twitter

ବାରିପଦା (ବାଘୁଆବାର୍ତ୍ତା): ବ୍ରାଉନ ସୁଗର କାରବାର ଅଭିଯୋଗ ବାରିପଦା ଚିପଟଅସ୍ତିଆ ଅଞ୍ଚଳର ସେକ ମହତାବ ଅଲ୍ଲୀକୁ ଗିରଫ କରାଯାଇଛି। ଏହା ପରେ ତାକୁ କୋର୍ଟ ଚାଲାଣ କରାଯାଇଛି। କ୍ରାଇମବ୍ରାଞ୍ଚର ସ୍ପେଶାଲ ଟିମ୍ ବାରିପଦାରେ ଚଢ଼ାଉ କରି ସେକ୍ ମହତାବକୁ ଗିରଫ କରିଛି। ୨୦୨୦ ମସିହା ଜୁଲାଇ ମାସରେ ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ଥାନା ଅଧିନସ୍ଥ ୧୮ନଂ ଜାତୀୟ ରାଜପଥ କଡ଼ରୁ ସ୍ୱତନ୍ତ୍ର ଟାସ୍କଫୋର୍ସ ପକ୍ଷରୁ ଅତର୍କିତ ଭାବେ ଚଢ଼ାଉ କରି ୩ କିଲୋ ୨୬୫ ଗ୍ରାମର ଧଳା ଜହର ଜବତ ହେବା ସହିତ ଜଣେ ଅଭିୟୁକ୍ତ ସେକ୍ ଆସିକକୁ ଗିରଫ କରିଥିଲେ। ଜବତ ବ୍ରାଉନ ସୁଗରର ମୂଲ୍ୟ ୩କୋଟି ୨୬ଲକ୍ଷରୁ ଅଧିକ ହେବ ବୋଲି କ୍ରାଇମବ୍ରାଞ୍ଚ କୋର୍ଟକୁ ଜଣାଇଛି। ଏହି ଘଟଣାରେ ସଂପୃକ୍ତ ଥିବା ମୁଖ୍ୟ ଅଭିୟୁକ୍ତ ସେକ୍ ମହତାବ୍ ଫେରାର ହୋଇଥିଲା। ତେବେ ବିଶେଷ ସୂତ୍ରରୁ ଖବର ପାଇ ଆଜି ଚିପଟଅସ୍ତିଆ ଅଞ୍ଚଳରୁ ମୁଖ୍ୟ ଅଭିଯୁକ୍ତକୁ ଏସଟିଏଫ୍ ଟିମ୍ ଦ୍ୱାରା ଗିରଫ କରାଯାଇ ବାରିପଦା ସ୍ପେଶାଲ୍ ସିନିୟର୍ ଜଜଙ୍କ କୋର୍ଟରେ ହାଜର କରାଯାଇଥିଲା। ତେବେ ମହତାବକୁ ଆଜି ମଣ୍ଡଳ କାରାଗାରକୁ ପଠାଇ ଦିଆଯାଇଛି। ତେବେ ଏହି କାରବାରର ଚେର ଅନ୍ତଃରାଜ୍ୟରେ ଥିବାର ସୂଚନା ନେଇ କ୍ରାଇମବ୍ରାଞ୍ଚ ଅଧିକ ତଦନ୍ତ ଚାଲୁ ରହିଛି। କ୍ରାଇମବ୍ରାଞ୍ଚ ସେକ୍ ମହତାବ ନାମରେ ଦଫା 21(c)/29 NDPS ACT ରେ ମାମଲା ଦାୟର କରିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!