Tuesday, April 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ ଅବକାରୀ ପୋଲିସକୁ ବଡ଼ ସଫଳତା:ଦୁଇଟି ଗାଡ଼ି ଜବତ, ତିନିଜଣ ଅଟକ

by ସଞ୍ଜୟ ସ୍ୱାଇଁ
February 9, 2023
in Breaking, Nayagarh
ନୟାଗଡ଼ ଅବକାରୀ ପୋଲିସକୁ ବଡ଼ ସଫଳତା:ଦୁଇଟି ଗାଡ଼ି ଜବତ, ତିନିଜଣ ଅଟକ
435
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଅବକାରୀ ପୋଲିସକୁ ବଡ଼ ସଫଳତା l ଦୁଇଟି ଗଞ୍ଜେଇ ଗାଡ଼ିକୁ କରିବା ସହ ଡ୍ରାଇଭର ସହ ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ଅବକାରୀ ପୋଲିସ l ଅବକାରୀ ପୋଲିସ ଦୁଇଟି ଗାଡ଼ି ଜବତ କରିଛି l ଜବତ ହୋଇଥିବା ଗାଡ଼ି ନଂ OD 02N 7811ରେ ଫୁଲବାଣୀରୁ ଗଞ୍ଜେଇ ନେଇ ଆସୁଥିବା ବେଳେ ନୟାଗଡ଼ ପୁରୁଣା ଜେଲ ସମ୍ମୁଖରୁ ଅବକାରୀ ପୋଲିସ ଅଟକାଇ ପଚରା ଉଚୁରା କରୁଥିବା ବେଳେ ଡ୍ରାଇଭର ଫେରାର ହେବାକୁ ଉଦ୍ୟମ କରୁଥିଲା  I ତେବେ ଅବକାରୀ ପୋଲିସ ଉକ୍ତ ଡ୍ରାଇଭରକୁ ମାଡ଼ିବସିଥିବା ବେଳେ OD 33AF 9694ର ମହିନ୍ଦ୍ରା ଥର ଗାଡ଼ିର ଡ୍ରାଇଭର ଅବକାରୀ ପୋଲିସକୁ ଚକମା ଦେଇ ଫେରାର ହୋଇଯାଇଛି  I ସେପଟେ ଅବକାରୀ ପୋଲିସ ଦୁଇଟି ଗାଡ଼ି ଜବତ କରି ଅବକାରୀ କାର୍ଯ୍ୟାଳୟକୁ ଆଣିବା ସହ ତିନିଜଣଙ୍କୁ ଅଟକ ରଖି ତନାଘନା ଆରମ୍ଭ କରିଛି I ଉକ୍ତ ଚଢ଼ାଉରେ ସଦର ଅବକାରୀ ଅଧିକାରୀ ଓ ପେଟ୍ରୋଲିଂ ଅଧିକାରୀ ଉପସ୍ଥିତ ଥିଲେ  I ତେବେ ବର୍ତ୍ତମାନ ସୁଦ୍ଧା ଗାଡ଼ିରେ ଗଞ୍ଜେଇ ଥିବା ବେଳେ ଏହାର ଆନୁମାନିକ କେତେ ହେବ ବୋଲି ଜଣାପଡିନାହିଁ I

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026
ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!