Tuesday, November 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବମ୍ବେ ହାଇକୋର୍ଟ ନିଷ୍ପତ୍ତି ; ଏକାକି ବଳାକ୍ତାର କରିପାରିବନି ପୁରୁଷ

by ସଞ୍ଜୟ ସ୍ୱାଇଁ
January 31, 2021
in Feature News
ବମ୍ବେ ହାଇକୋର୍ଟ ନିଷ୍ପତ୍ତି ; ଏକାକି ବଳାକ୍ତାର କରିପାରିବନି ପୁରୁଷ

Mumbai High Court

392
VIEWS
Share on FacebookShare on Twitter

ମୁମ୍ବାଇ,(ବାଘୁଆବାର୍ତ୍ତା): ଏକାକି ପୁରୁଷ ବଳାକ୍ତାର କରିପାରିବ ନାହିଁ ବୋଲି ଏକ ମାମଲରା ରାୟ ଶୁଣାଣି କରି ବମ୍ବେ ହାଇକୋର୍ଟର ବିଚାରପତି ପୁଷ୍ପା ଗଣେଡିୱାଲା ଚର୍ଚ୍ଚାରେ ରହିଛନ୍ତି । ହାଇକୋର୍ଟ ବିଚାରପତିଙ୍କ ସୂଚନାନୁସାରେ, ଏକାକି ଜଣେ ବ୍ୟକ୍ତି ବଳକ୍ରାର କଲା ସମୟରେ ଗୋଟିଏ ହାତରେ ମୁହଁକୁ ଚିପି ଧରିଥିବା ବେଳେ ଅନ୍ୟ ହାତରେ ପିଡୀତାର ଏବଂ ନିଜର ଡ୍ରେସ ଖୋଲିବା ସମ୍ଭବ ନୁହେଁ । ଜଣେ ବ୍ୟକ୍ତି ପିଡିତାକୁ ଯୋର ଜବରଦସ୍ତ ବଳାକ୍ତାର କଲାବେଳେ, ନିଶ୍ଚିତ ଭାବେ ପିଡିତାର ପ୍ରତିରୋଧର ସାମ୍ନା କରିବାକୁ ପଡିଥାଏ । ପିଡିତାର ଶରୀରରେ କ୍ଷତ ଦେଖାଦେଇଥାଏ । କିନ୍ତୁ ଏହି ମାମଲାରେ ପିଡିତାର ଶରୀରରେ କୌଣସି କ୍ଷତ ଚିହ୍ନ ନାହିଁ । ତେଣୁ ବଳକ୍ରାର କଲା ସମୟରେ ପିଡିତାର ସହମତିରେ ପରସ୍ପର ଶାରୀରିକ ସଂପର୍କ ରକ୍ଷା କରିଥିଲେ ବୋଲି ଅଭିଯୁକ୍ତ କରିଥିବା ଦାବିକୁ ବିଶ୍ୱାସକୁ ନିଆଯାଉଛି । ତେଣୁ ଉକ୍ତ ମାମଲାରେ ହାଇକୋର୍ଟ ଅଭିଯୁକ୍ତକୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଯୋର ଧରିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!