ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଅନ୍ତର୍ଗତ ସିଂଘାପଡ଼ା ପ୍ରେଟୋଲ ଟାଙ୍କିରେ ଦୁଇ ମାସ ତଳେ ଏକ ବୋମା ମାଡ଼ ହୋଇଥିଲା । ସକାଳୁ ସକାଳୁ ଅଭିଯୁକ୍ତ ବୋମା ମାଡ଼ କରି ଫେରାର ହୋଇଯାଇଥିଲା । ଏହି ଘଟଣାରେ ଆଜି ଖଣ୍ଡପଡ଼ା ପୁଲିସ ପଥରଖଣ୍ଡ ଗ୍ରାମର ବାନାମ୍ବର ମାଝୀକୁ ଗିରଫ କରିଥିବା ସୂଚନା ମିଳିଛି ।






