Wednesday, January 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବଲାଙ୍ଗୀର ବିଜେପିରେ ଫାଟ, ଜିଲ୍ଲା ପରିଷଦ କାର୍ଯ୍ଯାଳୟ ଆଗରେ ବସିଲେ ବିଧାୟକ ନବୀନ ଜୈନ

by ସଞ୍ଜୟ ସ୍ୱାଇଁ
May 22, 2025
in State
ବଲାଙ୍ଗୀର ବିଜେପିରେ ଫାଟ,  ଜିଲ୍ଲା ପରିଷଦ କାର୍ଯ୍ଯାଳୟ ଆଗରେ ବସିଲେ ବିଧାୟକ ନବୀନ ଜୈନ
95
VIEWS
Share on FacebookShare on Twitter

ବଲାଙ୍ଗୀର, (ବାଘୁଆବାର୍ତ୍ତା): ବଲାଙ୍ଗୀର ବିଜେପିରେ ଫାଟ । ସାଂସଦଙ୍କ ଇଚ୍ଛାରେ ବିକାଶ । ସ୍ଥାନୀୟ ବିଧାୟକଙ୍କୁ ଅଣଦେଖା । ମନ୍ତ୍ରୀଙ୍କ ସମୀକ୍ଷା ଚାଲିଥିବାବେଳେ ବାହାରେ ବସି ପ୍ରତିବାଦ କଲେ ବିଧାୟକ ନବୀନ ଜୈନ । ବିଧାୟକଙ୍କ କଥା ଶୁଣୁନାହାନ୍ତି ବରିଷ୍ଠ ଅଧିକାରୀ କି କିରାଣି । ଟିଟିଲାଗଡ଼ ବିଜେପି ବିଧାୟକ ନବୀନ ଜୈନଙ୍କ ଗୁରୁତର ଅଭିଯୋଗ ପରେ ଏବେ ଜିଲ୍ଲାରେ ଦଳର ଅନ୍ତଃକନ୍ଦଳ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି । ଏପରିକି ତାଙ୍କୁ କୌଣସି ସରକାରଙ୍କୁ ବିଧାୟକଙ୍କୁ ଡକାଯାଉନି । ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ସମୀକ୍ଷା ବୈଠକ କରୁଥିବାବେଳେ ବାହାରେ ବସି ପ୍ରତିବାଦ କଲେ ବିଧାୟକ ନବୀନ ଜୈନ । କ୍ୟାମେରା ସାମ୍ନାରେ ବିଜେପି ବିଧାୟକ ନିଜ ଅସହାୟତା ପ୍ରକାଶ କରିଥିବା ବେଳେ କିଏ ସେହି ପାୱାରଫୁଲ ମ୍ୟାଡମ୍ ତାକୁ ନେଇ ସୃଷ୍ଟି ହୋଇଛି ଚର୍ଚ୍ଚା । ମ୍ୟାଡମ୍ ଜଣଙ୍କ ଲୋକ ପ୍ରତିନିଧି ନା ସରକାରୀ ଅଧିକାରୀ ତାହା କହିନଥିବା ବେଳେ ମୁଖ୍ୟମନ୍ତ୍ରୀ ବି ଜାଣିଛନ୍ତି ବୋଲି ବକ୍ରୋକ୍ତି କରିଛନ୍ତି ବିଧାୟକ I ବିଧାୟକଙ୍କ ଏହି ହାଇଡ୍ରାମା ପରେ ବୈଠକ ହୋଇନପାରିବାରୁ ଅଧିକାରୀମାନେ ଉଠି ଚାଲିଯାଇଥିଲେ I

ବାଲେଶ୍ୱରର ତାତି ନୟାଗଡରେ

ବାଲେଶ୍ୱରର ତାତି ନୟାଗଡରେ

August 29, 2025
ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

August 29, 2025
ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

July 12, 2025
ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

July 1, 2025
ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

July 1, 2025

© 2025 Baghuabarta. Designed & Developed by WHI Digital Pvt. Ltd.

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!