Friday, September 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୀଳ ଡ୍ରମରୁ ମିଳିଲା ମୃତଦେହ

by ସଞ୍ଜୟ ସ୍ୱାଇଁ
June 27, 2025
in Nayagarh
ନୀଳ ଡ୍ରମରୁ ମିଳିଲା ମୃତଦେହ
131
VIEWS
Share on FacebookShare on Twitter

ଲୁଧିଆନା,(ବାଘୁଆବାର୍ତ୍ତା): କିଛି ମାସ ତଳେ ମିରଟରେ ପ୍ରେମିକ ପାଇଁ ନେଭି ଅଫିସର ସ୍ବାମୀକୁ ହତ୍ୟା କରିଥିଲା ସ୍ତ୍ରୀ। ହତ୍ୟା ପରେ ସେ ଘରେ ଥିବା ନୀଳ ଡ୍ରମରେ ସ୍ବାମୀକୁ ରଖି ସିମେଣ୍ଟ କରିଦେଇଥିଲା। ସେ ସମୟରେ ଏହି ନୀଳ ଡ୍ରମ ଖୁବ ଚର୍ଚ୍ଚାରେ ଥିବା ବେଳେ ଏବେ ସେଭଳି ଏକ ଘଟଣା ଲୁଧିଆନାରେ ଘଟିଛି। ଏକ ପଡ଼ିଆରୁ ନୀଳ ଡ୍ରମ ଉଦ୍ଧାର କରାଯାଇଛି, ଯାହା ଭିତରେ ଜଣକର ମୃତଦେହ ଥିଲା ବୋଲି କହିଛି ପୁଲିସ। ତେବେ ମୃତଦେହଟି କାହାର, ତାହା ଜଣାପଡ଼ିନାହିଁ। କୁହାଯାଉଛି ଯେ, ଲୁଧିଆନାର ଶେରପୁର ଅଞ୍ଚଳରେ ନୀଳ ଡ୍ରମ୍ ଭିତରୁ ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା। ବୁଧବାର ସକାଳେ ଏକ ପଡ଼ିଆରେ ପଡ଼ିଥିବା ପରିତ୍ୟକ୍ତ ଡ୍ରମ୍ରୁ ପ୍ରବଳ ଦୁର୍ଗନ୍ଧ ବାହାରୁଥିବା ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଡ୍ରମ ଖୋଲିବା ପରେ ଭିତରେ ଜଣେ ବ୍ୟକ୍ତିଙ୍କ ହାତ ଗୋଡ଼ ବନ୍ଧା ମୃତଦେହ ମିଳିଥିଲା। ହତ୍ୟା ପରେ ଜରି ଅଖାରେ ଭର୍ତ୍ତି କରାଯାଇ ଡ୍ରମରେ ଭିତରେ ମୃତଦେହକୁ ରଖାଯାଇଥିବା କହିଛି ପୁଲିସ। ମୃତଦେହ ଦେଖି ହତ୍ୟା ୨ଦିନ ପୂର୍ବରୁ ହୋଇଥିବା ପୁଲିସ ସନ୍ଦେହ କରୁଛି। ତେବେ ଯୁବକଙ୍କୁ କିଏ-କାହିଁକି ହତ୍ୟା କଲା, ସେ କେଉଁ ସ୍ଥାନର ବାସିନ୍ଦା ଏବଂ ତାଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!