Monday, August 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବ୍ଲକ ଟପର ଙ୍କୁ ଶୁଭେଚ୍ଛା

by ସଞ୍ଜୟ ସ୍ୱାଇଁ
March 12, 2021
in Feature News
ବ୍ଲକ ଟପର ଙ୍କୁ ଶୁଭେଚ୍ଛା
656
VIEWS
Share on FacebookShare on Twitter

ରଣପୁର,,(ବାଘୁଆବାର୍ତ୍ତା): ଗତ 10 ତାରିଖରେ ରଣପୁର ଶିକ୍ଷା ବ୍ଲକର ତୃତୀୟ ଓ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ଫଳ ପ୍ରକାଶିତ ହୋଇଥିଲା l ପ୍ରକାଶିତ ହୋଇଥିବା ବୃତ୍ତି ରେଜଲ୍ଟ ଅନୁଯାୟୀ ତୃତୀୟ ଶ୍ରେଣୀରେ ରଣପୁର ସୁଆଁସିଆ ସାହି ପ୍ରାଥମିକ ବିଦ୍ୟାଳୟର ପ୍ରତୀକ୍ଷା ପ୍ରିୟଦର୍ଶିନୀ ସର୍ବାଧିକ ନମ୍ବର ରଖି ବ୍ଲକ ଟପର ହୋଇଥିବା ଜଣା ପଡିଥିଲା l ଏହି ଖବର ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶିତ ହୋଇଥିଲା l ଏହି ଖବର ଜାଣି ବନ୍ଧୁ ବାନ୍ଧବ, ସାହି ପଡିଶା ସମସ୍ତେ ପ୍ରତୀକ୍ଷା ଙ୍କୁ ଶୁଭେଚ୍ଛା ଜଣାଇ ଥିଲେ l ଆଜି ସନ୍ଧ୍ୟାରେ ସମାଜ ସେବୀ ସିଦ୍ଧାର୍ଥ ପଣ୍ଡା, ପୂର୍ବତନ ଜିଲ୍ଲା ପରିଷଦ ନାରାୟଣ ମହାପାତ୍ର ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ପ୍ରତୀକ୍ଷା ଙ୍କ ଶାମୁକା ସାହି ସ୍ଥିତ ଘରକୁ ଆସି ଭେଟି ଶୁଭେଚ୍ଛା ଜଣାଇବା ସହ ଉପହାର ପ୍ରଦାନ କରିଥିଲେ l ଆଗକୁ କିପରି ଅଧିକ ଉନ୍ନତି କରିବେ ସେଥି କିଛି ଉପଦେଶ ମଧ୍ୟ ପ୍ରତୀକ୍ଷାଙ୍କୁ ଦେଇଥିଲେ l ଏହି ସମୟରେ ପ୍ରତୀକ୍ଷାଙ୍କ ମାଆ କନକଲତା ସ୍ୱାଇଁ, ପିତା ଗଙ୍ଗାଧର ମହାରଣା, ବଡ଼-ମାଆ ଜୟନ୍ତୀ ମହାରଣା, ବଡ-ବାପା କୈଳାଶ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ l

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!