ନୟାଗଡ଼, (ବାଘୁଆବାର୍ତ୍ତା): ଲେଙ୍କୁଡ଼ିପଡ଼ା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି ୧୪ ତମ ବ୍ଲକ୍ ସ୍ତରୀୟ ପ୍ରଧାନ ଶିକ୍ଷକ ସମ୍ମିଳନୀ । ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ବ୍ଲକ୍ ଶିକ୍ଷାଧିକାରୀ ଉମାକାନ୍ତ ସେଠୀ, ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସୌଦାମିନୀ ସ୍ୱାଇଁ ଅତିଥି ପରିଚୟ ପ୍ରଦାନ ପୂର୍ବକ ସ୍ବାଗତ କରିଥିଲେ । ସଜନା ପଡା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଗୋପବନ୍ଧୁ ଦାସ ଆଜି ଦିନ ର କାର୍ଯକ୍ରମକୁ ଆଗକୁ ନେଇଥିଲେ । ବ୍ଲକ୍ ଶିକ୍ଷାଧିକାରୀ ବୈଠକ ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ମୋ school coordinator smt supriti patra ଏବଂ osepa ତତଫରୁ Aman Mishra observor ଭାବେ ଯୋଗ ଦେଇ aspirational curriculum, APAaR Id ତଥା pre matrics scholarship ବିଷୟରେ ବୁଝାଇଥିଲେ , ବିଦ୍ୟାଳୟ ର ପରିଚାଳନା ରେ ଏଭଳି ବୈଠକର ନିହାତି ଆବଶ୍ୟକ ବୋଲି ସମସ୍ତେ ମତ ରଖିଥିଲେ ।