Thursday, September 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମନ୍ଦିର ପୁଜାରୀ, ଫିଲ୍ମି ହିରୋଇନ କରିବା କହି ମାଗୁଥିଲେ ହଟ ପୋଜର ଫଟୋ, ଏହାପରେ ବ୍ଲାକମେଲିଂ

by ସଞ୍ଜୟ ସ୍ୱାଇଁ
July 2, 2021
in Crime, State
ମନ୍ଦିର ପୁଜାରୀ, ଫିଲ୍ମି ହିରୋଇନ କରିବା କହି ମାଗୁଥିଲେ ହଟ ପୋଜର ଫଟୋ, ଏହାପରେ ବ୍ଲାକମେଲିଂ
194
VIEWS
Share on FacebookShare on Twitter

ବ୍ରହ୍ମପୁର, (ବାଘୁଆବାର୍ତ୍ତା): ନାବାଳିକାଙ୍କ ନଗ୍ନ ଫଟୋ ଉଠାଇ ଭାଇରାଲ କରିବା ମାମଲାରେ ଗୋସାଇଁନୂଆଗାଁ ଥାନା ପୁଲିସ ରଶ୍ମିରଞ୍ଜନ ପଣ୍ଡାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତ କଟକ ସିଡିଏ ଅଞ୍ଚଳର ଲକ୍ଷ୍ମୀ ନାରାୟଣ । ସେ ମନ୍ଦିରରେ ଜଣେ ପୂଜକ । କେନ୍ଦ୍ରାପଡ଼ା ଅଞ୍ଚଳର ରଶ୍ମି ରଞ୍ଜନ ପୋଷ୍ଟ ଗ୍ରାଜୁଏଟ୍‌ କରିବାପରେ ନିଜ ପରିବାରର ପରମ୍ପରା ଅନୁସାରେ କଟକ ଅଞ୍ଚଳରେ ଥିବା ଲକ୍ଷ୍ମୀନାରାୟଣ ମନ୍ଦିରରେ ପୂଜକ ଭାବେ କାର୍ୟ୍ୟ କରୁଥିଲେ । ସେ ଫେସବୁକ୍‌ ମାଧ୍ୟମରେ ନିଜର ପୋଷ୍ଟ ଛାଡିବା ସହ ଯେଉଁ ଝିଅମାନେ ଫିଲ୍ମ ଲାଇନ୍‌ ପାଇଁ ଇଚ୍ଛୁକ ସେମାନେ ତାଙ୍କ ସହ ଯୋଗାଯୋଗ କରିବା ପାଇଁ କହିଥିଲେ । ବ୍ରହ୍ମପୁର ଏବଂ ଆଖ ପାଖ ଅଞ୍ଚଳର କିଛି ନାବାଳିକା ଉକ୍ତ ଯୁବକଙ୍କ ସହ ଯୋଗାଯୋଗ କରିବା ସହ ଫିଲ୍ମରେ ସୁଯୋଗ କିପରି ମିଳିବ ବୋଲି ପଚାରିଥିଲେ । ଏହାର ବେଶ୍‌ ସୁଯୋଗ ନେଇ ପୂଜାରୀ ରଶ୍ମି ଝିଅମାନଙ୍କୁ ଭିଡିଓ କଲ୍‌ କରିବା ସହ ସେମାନଙ୍କୁ ହଟ୍‌ ପୋଜ୍‌ରେ ଫଟୋ ପଠାଇବା ପାଇଁ କହିଥିଲେ । ଏପରିକି ଭିଡିଓ କଲ୍‌ ମାଧ୍ୟମରେ ନାବାଳିକାଙ୍କୁ ନଗ୍ନ ଫଟୋ ଉଠାଇବାକୁ କହି ତାହାକୁ ସ୍କ୍ରିନ୍‌ ସଟ୍‌ ନେଇ ବ୍ଲାକ୍‌ ମେଲ୍‌ କରୁଥିଲେ । ଦୁଇଦିନ ପୂର୍ବେ ଗୋସାଇଁନୂଆଗାଁ ଥାନା ଆଇଆଇସି ସୁମିତ୍‌ ସୋରେନ୍‌ ଏବଂ ତାଙ୍କ ଟିମ୍‌ ଯୁବକଙ୍କୁ କଟକ ଲକ୍ଷ୍ମୀନାରାୟଣ ମନ୍ଦିର ଭିତରୁ କାବୁ କରିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!