Friday, August 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଜେପି ଦେଶର ସବୁଠୁ ଧନୀ ଦଳ, ୨ୟରେ କଂଗ୍ରେସ : ଏଡିଆର ରିପୋର୍ଟ

by ସଞ୍ଜୟ ସ୍ୱାଇଁ
March 19, 2021
in Feature News
ବିଜେପି ଦେଶର ସବୁଠୁ ଧନୀ ଦଳ, ୨ୟରେ କଂଗ୍ରେସ : ଏଡିଆର ରିପୋର୍ଟ
160
VIEWS
Share on FacebookShare on Twitter

ନୂଆଦିଲ୍ଲୀ ,(ବାଘୁଆବାର୍ତ୍ତା): ବିଜେପି ଦେଶର ସବୁଠାରୁ ଧନୀ ରାଜନୈତିକ ଦଳ । ଏହାର ମୋଟ ସମ୍ପତ୍ତିର ପରିମାଣ ପ୍ରାୟ ୨୯୦୪ କୋଟି ଟଙ୍କା ହେବ । ସଂପତ୍ତି ଦୃଷ୍ଟିରୁ ୨ୟ ସ୍ଥାନରେ ରହିଛି କଂଗ୍ରେସ । ଏହାର ମୋଟ ସଂପତ୍ତିର ପରିମାଣ ପ୍ରାୟ ୯୨୮ କୋଟି ଟଙ୍କା ହେବ ବୋଲି ଅଟକଳ କରିଛି ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ (ଏଡିଆର) । ଓଡ଼ିଶାରେ ଶାସନକରୁଥିବା ବିଜୁ ଜନତା ଦଳ (ବିଜେଡି)ର ମୋଟ ସଂପତ୍ତି ପରିମାଣ ପ୍ରାୟ ୨୩୨.୨୭ କୋଟି ଟଙ୍କା ହେବ । ଏହା ମଧ୍ୟରୁ ୧୪୦ କୋଟି ଟଙ୍କାର ସ୍ଥାୟୀ ଜମା ଅନ୍ତର୍ଭୁକ୍ତ ବୋଲି ଏହି ରିପୋର୍ଟରେ ଅଟକଳ କରାଯାଇଛି । ଏଡିଆର ପକ୍ଷରୁ ପ୍ରକାଶିତ ଏହି ରିପୋର୍ଟର ନାମ ରହିଛି ୨୦୧୮-୧୯ରେ ଜାତୀୟ ଓ ଆଞ୍ଚଳିକ ଦଳଗୁଡ଼ିକର ସଂପତ୍ତି ଓ ଋଣର ଅନୁଶୀଳନ । ଦେଶର ପ୍ରମୁଖ ରାଜନୈତିକ ଦଳଗୁଡ଼ିକର ମୋଟ ସମ୍ପତ୍ତି ପରିମାଣ ପ୍ରାୟ ୭୩୭୨ କୋଟି ଟଙ୍କା ହେବ । ଏହା ମଧ୍ୟରୁ ଜାତୀୟ ଦଳଗୁଡ଼ିକର ସଂପତ୍ତି ପରିମାଣ ପ୍ରାୟ ୫୩୪୯ କୋଟି ଟଙ୍କା ଓ ଆଞ୍ଚଳିକ ଦଳଗୁଡ଼ିକର ମୋଟ ସମ୍ପତ୍ତି ପରିମାଣ ପ୍ରାୟ ୨୦୨୩ କୋଟି ଟଙ୍କା ହେବ ବୋଲି ଅଟକଳ କରିଛି ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!