Thursday, April 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏନଏସି ଓ ୩ ବ୍ଲକ୍ ସ୍ତରରେ ଯୁବ ବିଜେଡ଼ି କର୍ମକର୍ତ୍ତାଙ୍କ ନାମ ଘୋଷଣା

by ସଞ୍ଜୟ ସ୍ୱାଇଁ
September 25, 2021
in Politics, State
ଏନଏସି ଓ ୩ ବ୍ଲକ୍ ସ୍ତରରେ ଯୁବ ବିଜେଡ଼ି କର୍ମକର୍ତ୍ତାଙ୍କ ନାମ ଘୋଷଣା
440
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଅଧିନରେ ଥିବା ଏନଏସି, ବ୍ଲକ୍ ଓ ପଞ୍ଚାୟତ ସ୍ତରୀୟ ଯୁବ ବିଜେଡ଼ିର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ପରାମର୍ଶ କ୍ରମେ ଆଜି ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ରମେଶ କୁମାର ସାହୁଙ୍କ ଆବାସିକ କାର୍ୟ୍ୟାଳୟ ପରିସରରେ ଦଶପଲ୍ଲା ବ୍ଲକ୍, ନୂଆଗାଁ ବ୍ଲକ୍ ଓ ଗଣିଆ ବ୍ଲକ୍ ସ୍ତରରେ ଥିବା ପଞ୍ଚାୟତ ଓ ଦଶପଲ୍ଲା ଏନଏସି ସ୍ତରରେ ୱାର୍ଡ ସ୍ତରରେ ବିଜୁ ଯୁବ ଜନତା ଦଳର କର୍ମକର୍ତ୍ତା ଘୋଷଣା କରାଯିବା ସହ ପଞ୍ଚାୟତ ସ୍ତରୀୟ ସୋସିଆଲ ମିଡିଆ ଓ ଏନଏସି ସ୍ତରରେ ଥିବା ୱାର୍ଡ ଗୁଡିକରେ ମଧ୍ୟ ସୋସିଆଲ ମିଡିଆର କର୍ମକର୍ତ୍ତା ଚୟନ କରାଯାଇ ନାମ ଘୋଷଣା କରାଯାଇଛି । ଏହି ନାମାଙ୍କନ ଘୋଷଣା କାର୍ୟ୍ୟକ୍ରମରେ ଦଶପଲ୍ଲା ବିଜୁ ଯୁବ ଜନତା ଦଳର ବ୍ଲକ୍ ସଭାପତି ଅଞ୍ଜନ ପ୍ରଧାନ, ନୂଆଗାଁ ବିଜୁ ଯୁବ ଜନତା ଦଳ ବ୍ଲକ୍ ସଭାପତି ଶୁଭ୍ରାଂଶୁ ସେନାପତି ଓ ବିଜୁ ଯୁବ ଜନତା ଦଳର ଜିଲ୍ଲା ଉପସଭାପତି ସନୋକ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

April 22, 2026
ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!