Tuesday, September 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାଂଲାଦେଶ ମାଟି ତଳୁ କାହିଁକି ବାହରୁଛି ବାରମ୍ବାର ଭଗବାନଙ୍କ ବିଷ୍ଣୁଙ୍କ ମୂର୍ତ୍ତି

by ସଞ୍ଜୟ ସ୍ୱାଇଁ
April 8, 2025
in NATIONAL NEWS, State
ବାଂଲାଦେଶ ମାଟି ତଳୁ କାହିଁକି ବାହରୁଛି ବାରମ୍ବାର ଭଗବାନଙ୍କ ବିଷ୍ଣୁଙ୍କ ମୂର୍ତ୍ତି
95
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବାଂଲାଦେଶର ଦିନାଜପୁରରେ ଏକ ପୋଖରୀରୁ ୨୭ କେଜି ଓଜନର ଭଗବାନ ବିଷ୍ଣୁଙ୍କ ପ୍ରାଚୀନ ପ୍ରତିମା ମିଳିଛି । ଗତ କିଛିବର୍ଷ ହେଲା ବାଂଲାଦେଶର ବିଭିନ୍ନ ସ୍ଥାନମାନଙ୍କରେ ଏପରି ଏକାଧିକ ପ୍ରତିମା ମିଳିଛି । ତେଣୁ ବାରମ୍ବାର ମାଟି ତଳୁ କ’ଣ ପାଇଁ ଭଗବାନ ବିଷ୍ଣୁଙ୍କ ପ୍ରତିମା ମିଳୁଛି ବୋଲି ଏବେ ପ୍ରଶ୍ନବାଚୀ ଉଠିଛି । ଭୂପୃଷ୍ଠ ତଳୁ ଭଗଗବାନଙ୍କ ବିଷ୍ଣୁ ମୂର୍ତ୍ତି ମିଳିବା ଘଟଣା ପରଠାରୁ ଜିଲ୍ଲାରେ କୌତୁହଳର ମାହୋଲ ସୃଷ୍ଟି ହୋଇଛି । ବାଂଲାଦେଶର ମାଟି ତଳୁ ଏଭି ଅନେକ ମୂର୍ତ୍ତି ମିଳିଛି । ଗତ ୪ ବର୍ଷରେ ଦେଶ ଅଲଗା ଅଲଗା ସ୍ଥାନରୁ ଭଗବାନ ବିଷ୍ଣଙ୍କ ପ୍ରତିମା ମିଳିଛି । ବର୍ତ୍ତମାନ ବାଂଲାଦେଶର ଯେଉଁ ସ୍ଥାନରୁ ଭଗବାନ ବିଷ୍ଣୁଙ୍କ ପ୍ରତିମା ମିଳୁଛି, ସେଠାରେ ଏକ ରାଜମହଲ ରହିଛି । ବର୍ଷ ବର୍ଷ ପୂର୍ବରୁ ସେଠାରେ ପ୍ରଥମେ ହିନ୍ଦୁ ଧମର୍ର ରାଜା ରହୁଥିଲେ, ଯେ କି ହିନ୍ଦୁ ଧର୍ମର ଉପାସକ ଥିଲେ । ରାଜମହଲର ପ୍ରତିମା ହିଁ ପୋଖରୀ ତଳକୁ ଚାଲିଯାଇଥିବା କୁହାଯାଛି । ୧୯୪୭ ପୂର୍ବରୁ ବାଂଲାଦେଶ ଭାରତର ଅଂଶ ଥିଲା । ୧୯୪୭ ଠାରୁ ୭୧ ପର୍ଯ୍ୟନ୍ତ ତାହା ପ୍ରାନ୍ତ ପାକିସ୍ତାନ ଅଧୀନକୁ ଚାଲିଯାଇଥିଲା । ୧୯୭୧ରେ ବାଂଲାଦେଶ ଅଲଗା ରାଷ୍ଟ୍ରର ମାନ୍ୟତା ପାଇଥିଲା । ବାଂଲାଦେଶରୁ ପ୍ରଥମେ ବାଙ୍ଗଲା ହିନ୍ଦୁ ପରିବାର ରହୁଥିଲେ, ଯେଉଁମାନେନ କି ଭଗବାନଙ୍କ ଉପାପକ ଥିଲେ । ଏମାନଙ୍କର ସଂଖ୍ୟା କବିମା ପରେ ସେଠାକାର ମନ୍ଦିର ଭାଙ୍ଗି ଯାଇଥିଲା ଓ ଭଗବାନଙ୍କ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!