Wednesday, May 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିରୁଡ଼ା ନାଏବ ସରପଞ୍ଚ ନିର୍ବାଚିତ ହେଲେ ସସ୍ମିତା

by ସଞ୍ଜୟ ସ୍ୱାଇଁ
March 11, 2022
in Feature News
ବିରୁଡ଼ା ନାଏବ ସରପଞ୍ଚ ନିର୍ବାଚିତ ହେଲେ ସସ୍ମିତା
713
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ବ୍ଲକ ବିରୁଡ଼ା ପଞ୍ଚାୟତ ନିର୍ବାଚିତ ସମସ୍ତସଭ୍ୟ ମହିଳା ବୋଲି ଜଣାଯାଇଛି । ନିର୍ବାଚନ ମଇଦାନରେ ତୁଙ୍ଗ ନେତାଙ୍କ ଧୂଳି ଚଟାଇ ସରପଞ୍ଚ ଓ ସମିତି ସଭ୍ୟଙ୍କଠାରୁ ଆରମ୍ଭ କରି ୱାର୍ଡ଼ସଭ୍ୟ ପର୍ଯ୍ୟନ୍ତ ସମସ୍ତେ ମହିଳା ବିଜୟୀ ହୋଇଛନ୍ତି । ସରପଞ୍ଚ ଭାବେ ପୂର୍ବତନ ସରପଞ୍ଚ ବିଷ୍ଣୁପ୍ରିୟା ସ୍ୱାଇଁ ନିର୍ବାଚିତ ହୋଇଥିବା ବେଳେ ସମିତି ସଭ୍ୟ ଭାବେ ଶୁଭଲକ୍ଷ୍ମୀ ସାହୁ ବିଜୟୀ ହୋଇଛନ୍ତି । ପଞ୍ଚାୟତରେ ୧ ନମ୍ବର ୱାର୍ଡ଼ସଭ୍ୟ ଭାବେ ସଞ୍ଜୁବାଳ ମହାନ୍ତି, ୨ ନମ୍ବର ୱାର୍ଡ଼ସଭ୍ୟ ଭାବେ ଗୀତାଞ୍ଜଳୀ ନାୟକ, ୩ ନମ୍ବର ୱାର୍ଡ଼ସଭ୍ୟ ଭାବେ କଳ୍ପନା ମୁଦୁଲି, ୪ ନମ୍ବର ୱାର୍ଡ଼ସଭ୍ୟ ଭାବେ ସବିତା ସେଠୀ, ୫ ନମ୍ବର ୱାର୍ଡ଼ସଭ୍ୟ ଭାବେ ଗୈାରୀ ସାହୁ, ୬ ନମ୍ବର ୱାର୍ଡ଼ସଭ୍ୟ ଭାବେ ସବିତା ଲେଙ୍କା, ୭ ନମ୍ବର ୱାର୍ଡ଼ସଭ୍ୟ ଭାବେ ଶ୍ରାବଣୀ ଲେଙ୍କା, ୮ ନମ୍ବର ୱାର୍ଡ଼ସଭ୍ୟ ଭାବେ ସରୋଜିନୀ ସାହୁ, ୯ ନମ୍ବର ୱାର୍ଡ଼ସଭ୍ୟ ଭାବେ ସୁକାନ୍ତି ପୃଷ୍ଟି, ୧୦ ନମ୍ବର ୱାର୍ଡ଼ସଭ୍ୟ ଭାବେ ରାଧାମଣୀ ନାହାକ, ୧୧ ନମ୍ବର ୱାର୍ଡ଼ସଭ୍ୟ ଭାବେ ରାଧାମଣୀ ସାହୁ, ୧୨ ନମ୍ବର ୱାର୍ଡ଼ସଭ୍ୟ ଭାବେ ସସ୍ମିତା ବିଶ୍ୱାଳ, ୧୩ ନମ୍ବର ୱାର୍ଡ଼ସଭ୍ୟ ଭାବେ ରିନାରାଣୀ ସେଠୀ, ୧୪ ନମ୍ବର ୱାର୍ଡ଼ସଭ୍ୟ ଭାବେ ଜୟନ୍ତୀ ପ୍ରଧାନ, ୧୫ ନମ୍ବର ୱାର୍ଡ଼ସଭ୍ୟ ଭାବେ ଗୀତାଞ୍ଜଳୀ ମହାପାତ୍ର, ୧୬ ନମ୍ବର ୱାର୍ଡ଼ସଭ୍ୟ ଭାବେ ରଶ୍ମିତା ଜଗତସିଂହ, ୧୭ ନମ୍ବର ୱାର୍ଡ଼ସଭ୍ୟ ଭାବେ ଅନସୂୟା ସାହୁ ନିର୍ବାଚିତ ହୋଇଛନ୍ତି । ଆଜି ନାଏବ ସରପଞ୍ଚ ନିର୍ବାଚନରେ ୧୨ ନମ୍ବର ୱାର୍ଡ଼ସଭ୍ୟ ସସ୍ମିତା ବିଶ୍ୱାଳ ନିର୍ବାଚିତ ହୋଇଥିବା ହୋଇଥିବା ଜଣାଯାଇଛି । ନିର୍ବାଚନ ସମୟରେ ସମସ୍ତ ୱାର୍ଡ଼ସଭ୍ୟ ଗୋଟିଏ ପ୍ରକାର ଶାଢ଼ୀରେ ନଜରକୁ ଆସିଥିବା ବେଳେ ସରପଞ୍ଚ ଏବଂ ସମିତିସଭ୍ୟ ମଧ୍ୟ ଏକ ପ୍ରକାର ଶାଢ଼ୀରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଦେଖାଯାଇଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!