Friday, July 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚୀନରେ ମଣିଷ ଦେହରେ ବାର୍ଡ ଫ୍ଲୁ

by ସଞ୍ଜୟ ସ୍ୱାଇଁ
June 1, 2021
in Health, NATIONAL NEWS
ଚୀନରେ ମଣିଷ ଦେହରେ ବାର୍ଡ ଫ୍ଲୁ
288
VIEWS
Share on FacebookShare on Twitter

ବେଜିଂ(ବାଘୁଆବାର୍ତ୍ତା): ଚାଇନାରେ ପ୍ରଥମ ଥର ପାଇଁ ମଣିଷ ଦେହରେ ଚିହ୍ନଟ ହୋଇଛି ବାର୍ଡ ଫ୍ଲୁ ଭୂତାଣୁ । ଜଣେ ୪୧ ବର୍ଷୀୟ ବ୍ୟକ୍ତିଙ୍କ ଶରୀରେ ଚିହ୍ନଟ ହୋଇଛି ବାର୍ଡ ଫ୍ଲୁର H10N3 ଷ୍ଟ୍ରେନ୍‌ । ଚାଇନାର ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ଏହା ନିଶ୍ଚିତ କରିଛନ୍ତି । ଏହି ବ୍ୟକ୍ତି ଚାଇନାର ଜୋନଜିଆଙ୍ଗର ବାସିନ୍ଦା । NHC କହିଛି ଯେ ଏହି ବ୍ୟକ୍ତି ଜ୍ୱର ଏବଂ ଅନ୍ୟାନ୍ୟ ଲକ୍ଷଣ ଦେଖାଇବା ପରେ ଗତ ଏପ୍ରିଲ ୨୮ରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଏକ ମାସ ପରେ, ମେ ୨୮ରେ, H10N3 ଷ୍ଟ୍ରେନ୍ ଏହି ବ୍ୟକ୍ତିଙ୍କ ଶରୀରରେ ମିଳିଥିବାର ନିଶ୍ଚିତ ହୋଇଛି । ତେବେ ଏହି ବ୍ୟକ୍ତି କିପରି ଏଥିରେ ସଂକ୍ରମିତ ହୋଇଥିଲେ ସେ ସମ୍ପର୍କରେ NHC କୌଣସି ସୂଚନା ଦେଇନାହିଁ । ତଥାପି, H10N3 ଷ୍ଟ୍ରେନ୍ ସେତେ ଶକ୍ତିଶାଳୀ ନୁହେଁ ଏବଂ ଏହାର ଭୟାବହତା କମ ଥିବାରୁ ସେତେଟା ବିପଦ ନାହିଁ । NHC ଏହା ମଧ୍ୟ କହିଛି ଯେ ଏହି ଭାଇରସ୍ ଷ୍ଟ୍ରେନ୍ କୁ ବ୍ୟାପକ ପରିମାଣରେ ବିସ୍ତାର କରିବାର ସମ୍ଭାବନା ମଧ୍ୟ ବହୁତ କମ୍ ଅଛି । ପୀଡିତଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି । ସେ ଖୁବଶୀଘ୍ର ଡାକ୍ତରଖାନାରୁ ଡିସଚାର୍ଜ ହେବ । ଉକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଡାକ୍ତରୀ ପରୀକ୍ଷଣରେ କେହି ସଂକ୍ରମିତ ହୋଇ ନ ଥିବା ଜଣାପଡିଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!