Sunday, July 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିନା ମାସ୍କ, ଯୁକ୍ତି ଶେଷରେ ଜୋରିମାନା

by ସଞ୍ଜୟ ସ୍ୱାଇଁ
April 17, 2020
in Crime, Lifestyle, Nayagarh, Video
ବିନା ମାସ୍କ, ଯୁକ୍ତି ଶେଷରେ ଜୋରିମାନା
82
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା ବ୍ୟୁରୋ): ଦେଶବ୍ୟାପୀ କରୋନାର ଭୟାବହତା ଲାଗିରହିଥିବା ବେଳେ ରାଜ୍ୟ ସରକାର କରୋନା ପାଇଁ ବ୍ୟାପକ ପ୍ରସ୍ତୁତି କରିଛନ୍ତି । ସରକାରଙ୍କ ନୀତିନିୟମକୁ ଯିଏ ଅମାନିଆ ହୋଇଛନ୍ତି ସେମାନଙ୍କୁ ତଣ୍ଡ ଗଣିବାକୁ ପଡୁଛି । ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଅମାନିଆଁଙ୍କୁ ସାବାଡ୍ କରିବା ପାଇଁ ବିଭିନ୍ନ କଟକଣା ଲାଗୁ କରିଛନ୍ତି । ତଥାପି ସେମାନଙ୍କର ସୁଧାର ଆସୁନାହିଁ । ଗତକାଲି ନୟାଗଡ଼ ବସ୍‌ଷ୍ଟାଣ୍ଡ ଠାରେ ତହସିଲଦାର ଭିକାରୀ ଚରଣ ସାହୁଙ୍କ ନେତୃତ୍ୱରେ ବିନା ମାସ୍କପିନ୍ଧା ୩୯ଜଣଙ୍କ ଠାରୁ ୨୦୦ଟଙ୍କା ଲେଖାଏଁ ୭ହଜାର ୮ଶହ ଟଙ୍କା ଆଦାୟ କରିଥିଲେ । କିନ୍ତୁ ହଠାତ୍ ରାତିରେ ଦେଖାଗଲା ଅଦ୍‌ଭୁତ ଘଟଣା । ରାତ୍ରି ସମୟରେ ଏକ ସ୍କୁଟିରେ ଜଣେ ଯୁବକଙ୍କ ସହିତ ଜଣେ ଯୁବତୀ ବିନା ମାସ୍କରେ ବୁଲୁଥିଲେ । ନୟାଗଡ଼ ତହସିଲଦାର ଓ ପୁଲିସ୍‌ର ମିଳିତ ଚଢଉ କରିଥିଲେ । ଯୁବକ-ଯୁବତୀଙ୍କର ଯୁକ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଯୁବତୀ ଜଣକ ଏକ ଘରୋଇ ସ୍କୁଲରେ ଶିକ୍ଷକତା କରୁଥିବା ଜଣାପଡ଼ିଛି । ଶେଷରେ ପୁଲିସ ବାଧ୍ୟହୋଇ ସ୍କୁଟିକୁ ଅଟକ ରଖି ଉଭୟ ଯୁବକ ଯୁବତୀଙ୍କ ଠାରୁ ୪୦୦ ଟଙ୍କା ଜୋରିମାନା ଆଦାୟ କରିଛନ୍ତି । ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ବିଭିନ୍ନ ପ୍ରତିକ୍ରିୟା ସୃଷ୍ଟି କରିଛି ।

Leave a Reply Cancel reply

Your email address will not be published. Required fields are marked *

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!