Friday, June 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜାଲରେ ଲାଗିଲା ମାଛ ବଦଳରେ ବାଇକ୍

by ସଞ୍ଜୟ ସ୍ୱାଇଁ
April 9, 2021
in Feature News
ଜାଲରେ ଲାଗିଲା ମାଛ ବଦଳରେ ବାଇକ୍
838
VIEWS
Share on FacebookShare on Twitter

ନୟାଗଡ଼, (ବାଘୂଆବାର୍ତ୍ତା): ନାଳରୁ ମାଛ ଧରିବା ବେଳେ ଏକ ଓଜନିଆ ସାମଗ୍ରୀ ଜାଲରେ ଲାଗିଥିଲା । ଯାହାକୁ ନେଇ ମାଛ ଧରୁଥିବା ବ୍ୟକ୍ତିମାନଙ୍କ ମନରେ ଶଙ୍କା ଦେଖା ଦେଇଥିଲା । ତେବେ ପାଣି ଭିତରେ ବୁଡି ଦେଖନ୍ତି ଜାଲରେ ଏକ ବାଇକ୍ ପଡିଛି । ଜାଲରେ ମାଛ ପଡିବା ବଦଳରେ ଏକ ବାଇକ୍ ପଡିବାକୁ ନେଇ ଉକ୍ତ ଅଞ୍ଚଳରେ ଜନସାମଗମ ହୋଇଥିଲା । କାହାର ଏ ବାଇକ୍? ନାଳ ଭିତରକୁ କେମିତି ଗଲା ଏଭଳି ନାନା ପ୍ରଶ୍ନ ସ୍ଥାନୀୟ ଜନସାଧାରଣଙ୍କ ମନରେ ସୃଷ୍ଟି ହୋଇଥିଲା । ଏଭଳି ଅଭାବନୀୟ ଘଟଣା ଦେଖା ଦେଇଛି ଭଦ୍ରକ ଜିଲ୍ଲା କାଞ୍ଜିଆପାଳ ଅଞ୍ଚଳରେ । ସୂଚନାନୁସାରେ, ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ ଅନ୍ତର୍ଗତ କାଞ୍ଜିଆପାଳ ଗ୍ରାମ ନିକଟରେ ଥିବା ଆମ୍ବନାଳରୁ ଆଜି ମାଛ ଧରିବା ପାଇଁ ନାଳରେ ଜାଲ ପଡିଥିବା ବେଳେ ଜାଲ ଭିଡାଳିମାନେ ଯେତେ ବେଳେ ଜାଲ ଭିଡିଲା ବେଳେ ଜାଲରେ ଏକ ଉଜନିଆ ସାମଗ୍ରୀ ଲାଗିଥିଲା । ତେବେ କଣ ଲାଗିଛି ଦେଖିଲା ବେଳକୁ ଏକ ହିରୋହୁଣ୍ଡା ସ୍ପେଣ୍ଡର ପ୍ଲସ୍ ଗାଡି ଲାଗିଥିବା ଦେଖିବାକୁ ପାଇଥିଲେ ଏବଂ ବାଇକ୍ ଉଦ୍ଧାର କରି ନାଳ ଉପରକୁ ଆଣିଥିଲେ । ତେବେ କାହାର ଏ ବାଇକ୍ ବୋଲି ସ୍ପଟ ଜଣାପଡିନଥିବା ବେଳେ ବାଇକକୁ ଦେଖୀବା ପାଇଁ ସ୍ଥାନୀୟ ଲୋକ ରୁଣ୍ଢ ହୋଇଥିବା ଜଣାପଡିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!