Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାଇକ୍ ଚୋର ଗିରଫ, ଦୁଇ ବାଇକ୍ ଜବତ

by ସଞ୍ଜୟ ସ୍ୱାଇଁ
July 15, 2024
in Crime, Nayagarh, State
ବାଇକ୍ ଚୋର ଗିରଫ, ଦୁଇ ବାଇକ୍ ଜବତ
750
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଟାଉନ ଥାନା ପୁଲିସକୁ ମିଳିଛି ବଡ଼ ସଫଳତା । ବାଇକ୍ ଚୋରି କରିଥିବା ଯୁବକକୁ ଗିରଫ କରିବା ସହ ତାଙ୍କ ଠାରୁ ଦୁଇ ଗୋଟି ବାଇକ୍ ଜବତ କରାଯାଇଛି । ସୁଚନାନୁସାରେ ସଦର ଥାନା ଅନ୍ତର୍ଗତ କଇଥିଗାଡିଆ ଗ୍ରାମର ରମେଶ ଚନ୍ଦ୍ର ଲେଙ୍କା ଗତ ୮ ତାରିଖ ଦିନ ତାଙ୍କ ବାଇକ୍ ଧରି ନୟାଗଡ଼ ଖେଳ ପଡିଆକୁ ସକାଳ ୮ଟା ସମୟରେ ଆସିଥିଲେ । ଖେଳ ସାରି ୯ଟା ବେଳକୁ ଦେଖିବା ବେଳକୁ ତାଙ୍କ ଗାଡି ନମ୍ବର ଓଡି-୦୨ଭି ୨୩ ୯୬ ସେଠାରେ ନଥିଲା । ସେ ଆସି ନୟାଗଡ଼ ଟାଉନ ଥାନାରେ ଏତଲା ଦେଇଥିଲେ । ପୁଲିସ ପକ୍ଷରୁ କେସ୍ ନଂ – ୨୫୮ ରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିଲା । ଖଣ୍ଡପଡ଼ା ଥାନା ଅନ୍ତର୍ଗତ ଇଛାପୁର ଗ୍ରାମର ଜିତେନ୍ଦ୍ର ନାୟକ ଏହି ଗାଡିଟିକୁ ଚୋରି କରିଥିବା ଜଣା ପଡିଥିଲା । ଉକ୍ତ ଗାଡି ସହ ଖୋର୍ଦ୍ଧା ଅଞ୍ଚଳରୁ ଚୋରି ହୋଇଥିବା ଆଉ ଗୋଟିଏ ବାଇକ୍‌କୁ ପୁଲିସ ଜବତ କରିଛି । ଉକ୍ତ ଯୁବକକୁ ଗିରଫ କରିବା ସହ କୋର୍ଟ ଫରୁୱାର୍ଡ କରାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!