କଳାହାଣ୍ଡି,(ବାଘୁଆବାର୍ତ୍ତା): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଜଙ୍ଗଲହୁଡା ଛକ ନିକଟରେ ଜଗନ୍ନାଥ ନାମ ଏକ ବସ ବାଇକ ଉପରେ ଚଢିଯିବାରୁ ୩ମୃତ ହୋଇଥିବା ସୂଚନା ମିଳିଛି । ପୁଲିସ ପହଞ୍ôଚ ଗୁରୁତର ମାନଙ୍କୁ ମେଡିକାଲ ପଠାଇଛି । ସୂଚନାନୁସାରେ, ଉକ୍ତ ଅଞ୍ଚଳର ମାଆ ଓ ନାବାଳିକା ଝିଅ ସମେତ ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ଏବଂ ଅନ୍ୟ ଜଣେ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ମୃତ ୩ଜଣ ଗୋଟିଏ ପରିବାରର ବୋଲି ଜଣାପଡିଛି ।






