Monday, June 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଡ଼ି ଶ୍ରମିକଙ୍କୁ ସହାୟତା ଦାବି

by Anil Panda
May 10, 2020
in Lifestyle
ବିଡ଼ି ଶ୍ରମିକଙ୍କୁ ସହାୟତା ଦାବି
26
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): କରୋନା ମହାମାରୀ ପାଇଁ ଦେଶରେ ଲକ୍‌ଡାଉନ୍ ଚାଲିଥିବା ବେଳେ ଲକ୍ଷ ଲକ୍ଷ ବିଡ଼ି ଶ୍ରମିକ କାମ ଧନ୍ଦା ନକରି ଘରୁ ବାହାରି ପାରୁ ନାହାନ୍ତି । ଫଳରେ ଏହି ଶ୍ରମିକମାନେ ଆର୍ଥୀକ ଅନଟନ ମଧ୍ୟରେ ଗତି କରୁଛନ୍ତି । ଯାହାକୁ ନେଇ ସେମାନେ ଏବେ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି । ନିର୍ମାଣ ଶ୍ରମିକମାନଙ୍କୁ ରାଜ୍ୟ ସରକାର କରୋନା ସହାୟତା ରାଶି ୧୫ ଶହ ଟଙ୍କା ଯୋଗାଇଥିବା ଯୋଗୁଁ ବିଜୁ ଶ୍ରମିକ ସାମ୍ମୁଖ୍ୟ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛି । କେନ୍ଦ୍ର ସରକାର କେନ୍ଦୀୟ ଶ୍ରମ ଆଇନ ଦ୍ୱାରା ପଂଜିକୃତ ବିଡ଼ି ଶ୍ରମିକମାନଙ୍କୁ ଜନକଲ୍ୟାଣ ପାଣ୍ଠିରୁ ମୃତ୍ୟୁ କାଳୀନ, ଶିକ୍ଷା, ଗୃହ ଓ ଝିଅ ବିବାହ ପାଇଁ ସହାୟତା ଯୋଗାଇ ଦେଉଛନ୍ତି । କେନ୍ଦ୍ର ସରକାର ଶ୍ରମ ଆଇନର ପରିବର୍ତ୍ତନ କରି ବିଡ଼ି ଶ୍ରମିକମାନେ ପାଉଥିବା ସହାୟତା ରାଶିକୁ ୨୦୧୬ ମସିହାଠାରୁ ବନ୍ଦ କରି ଦେଇଛନ୍ତି । ଫଳରେ ଲକ୍ଷଲକ୍ଷ ବିଡ଼ି ଶ୍ରମିକମାନଙ୍କୁ ପୂର୍ବପରି ସହାୟତା ରାଶି ଯୋଗାଇ ଦେବା ସହ କରୋନା ସହାୟତା ରାଶି ଘୋଷଣା କରି ଅର୍ଥ ପହଂଚାଇବାର ବ୍ୟବସ୍ଥା କରାଇବା ପାଇଁ ବିଜୁ ଶ୍ରମିକ ସାମ୍ମୁଖ୍ୟ ରାଜ୍ୟ ସହ ସଂପାଦକ ଶ୍ରୀକାନ୍ତ ପଟ୍ଟନାୟକ ଦାବି କରିଛନ୍ତି ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!