Monday, August 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

‘ଆଜିପରା ଶିବରାତ୍ରୀ’ ଲୋକାର୍ପିତ

by ସଞ୍ଜୟ ସ୍ୱାଇଁ
March 10, 2021
in Feature News
‘ଆଜିପରା ଶିବରାତ୍ରୀ’ ଲୋକାର୍ପିତ
281
VIEWS
Share on FacebookShare on Twitter

ଓଡ଼ଗାଁ, (ବାଘୁଆବାର୍ତ୍ତା): ଶରଣକୁଳ ଲଡ଼ୁବାବାଙ୍କ ମନ୍ଦିର ପରିସରରେ ଶିବଭଜନ “ଆଜିପରା ଶିବରାତ୍ରୀ”ଲୋକାର୍ପିତ ହୋଇଯାଇଛି । ପ୍ରଭୁ ଲଡ଼ୁବାବାଙ୍କ ଉପରେ ଅଧାରିତ ଏହି ଗୀତଟିର ରଚନା, ସଂଗୀତ ଓ କଣ୍ଠଦାନ ଲୋକପ୍ରିୟ ବେତାର ଓ ଦୂରଦର୍ଶନ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ କରିଛନ୍ତି । ସଙ୍ଗୀତ ପରିଚାଳନା କରିଛନ୍ତି ସଂଙ୍ଗୀତ ନିର୍ଦ୍ଦେଶକ ଅଶୋକ ସାହୁ । ଏହି ଲୋକାର୍ପଣ ଉତ୍ସବରେ ବରିଷ୍ଠ ସମାଜସେବୀ ପ୍ରମୋଦ କୁମାର ପଟ୍ଟନାୟକ, ପରମ୍ପରାର ସମ୍ପାଦକ କବି ନିର୍ମଳ ଚନ୍ଦ୍ର ଶୁରଦେଓ, ଗୀତିକାର ଅଶୋକ ମଲ୍ଲ, କଣ୍ଠଶିଳ୍ପୀ ରବିନ୍ଦ୍ର ତ୍ରିପାଠୀ, ସମାଜସେବୀ ଜୟକୃଷ୍ଣ ସାହୁ, ଅତିଥିରୂପେ ଯୋଗଦେଇ ଗୀତଟିକୁ ୟୁଟ୍ୟବ୍ ଚ୍ୟାନେଲରେ ଲୋକାର୍ପିତ କରିଥିଲେ । ଗୀତଟିକୁ ଶୁଣିବା ପରେ ଏହା ଭକ୍ତମାନଙ୍କ ହୃଦୟକୁ ଛୁଇଁବା ସହିତ ଲୋକପ୍ରିୟ ହୋଇପାରିବବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!