Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୋଲିସ୍ ପରିଚୟ ଦେଇ ଲୁଟିଲେ ସୁନା ଅଳଙ୍କାର

by ସଞ୍ଜୟ ସ୍ୱାଇଁ
May 26, 2023
in Crime, State
ପୋଲିସ୍ ପରିଚୟ ଦେଇ ଲୁଟିଲେ ସୁନା ଅଳଙ୍କାର
223
VIEWS
Share on FacebookShare on Twitter

ଭଦ୍ରକ, (ବାଘୁଆବାର୍ତ୍ତା): ମୁଁ ପୋଲିସ । ଏ ଅଟୋ ଡ୍ରାଇଭର ସାରେ ଡାକୁଛନ୍ତି, କଣ ସୁଭୁନି ଏଇଠି ଠିଆ ହୁଏ। ମାଡ଼ାମ ଆପଣ କାହିଁକି ସୁନା ପିନ୍ଧିକି ଆସିଛନ୍ତି ବ୍ୟାଗ୍ ରେ ରଖନ୍ତୁ। ଏଭଳି କହି ଲୁଟି ଚାଲିଗଲେ ଲକ୍ଷ୍ୟଧିକ ଟଙ୍କାର ସୁନା ଅଳଙ୍କାର। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ହେଡ ପୋଷ୍ଟ ଅଫିସ ସାମ୍ନା ତେଲ ଟାଙ୍କି ସାମନାରେ । ଆଗରେ ଚେକିଂ ହେଉଛି ସୁନା କାହିଁକି ଏତେ ପିନ୍ଧିଛନ୍ତି? । ବ୍ୟାଗ୍ ରେ ରଖନ୍ତୁ ଅଳଙ୍କାର ନହେଲେ ୫୦ ହଜାର ଫାଇନ ଦିଅନ୍ତୁ। ଏପରି କହି ୪ ଜଣ ଯୁବକ ଅଟୋରେ ବସିଥିବା ମହିଳା ଙ୍କୁ ଦୁଇ ପଟରୁ ଘେରିବା ସହ ହାତରେ ପିନ୍ଧିଥିବା ଦୁଇ ଦୁଇ ଭରିର ସୁନା ଅଳଙ୍କାର ଙ୍କୁ ଛଡ଼ାଇ ଥିଲେ। ନିକଟରେ ଥିବା ଅନ୍ୟ ଦୁଇ ଜଣ ମଧ୍ୟ୍ୟ ମହିଳା ଙ୍କ ବେକରେ ପିନ୍ଧିଥିବା ଅଢେଇ ଭରି ର ହାରକୁ ମଧ୍ୟ୍ୟ ଲୁଟି ଫେରାର ହେଇଯାଇଥିଲେ। ଯାହାର ଆନୁମାନିକ ମୂଲ୍ୟ ୩ ଲକ୍ଷରୁ ଉର୍ଦ୍ଧ୍ବ ହେବ।କିଛି ବୁଝି ଆଗରୁ ୪ ଲୁଟେରା ସଙ୍ଗେ ସଙ୍ଗେ ସୁନା ଅଳଙ୍କାର ନେଇ ଚମ୍ପଟ ମାରିଥିଲେ। ପରେ ଏନେଇ ମହିଳା ଜଣଙ୍କ ନିକଟସ୍ଥ ସହରାଞ୍ଚଳ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଯାଞ୍ଚ କରିବା ସହ ଏନେଇ ଅଧିକ ତଦନ୍ତ ଜାରିରଖିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!