Wednesday, May 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭଦ୍ରକ ଓକିଲ ସଂଘ ନିର୍ବାଚନ : ନିରାକାର ଜେନା ସଭାପତି, ଦିବ୍ୟସିଂହ ନାୟକ ସମ୍ପାଦକ

by ସଞ୍ଜୟ ସ୍ୱାଇଁ
March 26, 2023
in Feature News, State
ଭଦ୍ରକ ଓକିଲ ସଂଘ ନିର୍ବାଚନ : ନିରାକାର ଜେନା ସଭାପତି, ଦିବ୍ୟସିଂହ ନାୟକ ସମ୍ପାଦକ
19
VIEWS
Share on FacebookShare on Twitter

ଭଦ୍ରକ (ବାଘୁଆବାର୍ତ୍ତା): ଭଦ୍ରକ ଓକିଲ ସଂଘ ନିର୍ବାଚନରେ ସଭାପତି ଭାବରେ ଜିଲ୍ଲାର ବରିଷ୍ଠ ଅଧିବକ୍ତା ନିରାକାର ଜେନା ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଭାବରେ ବରିଷ୍ଠ ଅଧ୍ଵବକ୍ତା ଦିବ୍ୟସିଂହ ନାୟକ ନିର୍ବାଚିତ ହୋଇଛନ୍ତି। ସେହିପରି ଉପସଭାପତି ଭାବରେ ମନୋରଞ୍ଜନ ଦାସ, ଯୁଗ୍ମ ସମ୍ପାଦକ ଭାବରେ ନିକୁଞ୍ଜ କିଶୋର ପୁହାଣ, ସହ ସମ୍ପାଦକ ଭାବରେ ଗିରିଜା ଶଙ୍କର ଦାସ, ସହ ସମ୍ପାଦକ ଭାବରେ ବିଶ୍ବଜିତ ରାଉତ, କୋଷାଧ୍ୟକ୍ଷ ଭାବରେ କିଶୋର ବଳ ନିର୍ବାଚିତ ହୋଇଛି। ସୂଚନାଯୋଗ୍ୟ, ଭଦ୍ରକ ଓକିଲ ସଂଘ ନିର୍ବାଚନର ଚୂଡ଼ାନ୍ତ ଭୋଟର ତାଲିକାରେ ୮୭୩ ଜଣ ସଦସ୍ୟ ନାମ ପ୍ରକାଶ ପାଇଥିଲେ ମଧ୍ୟ ସେଥିମଧ୍ୟରୁ ୩ ଜଣ ଆଇନଜୀବୀ ମୃତ୍ୟୁବରଣ କରିସାରିଛନ୍ତି। ଆଜି ପୁରୁଣା କୋର୍ଟ ପରିସରରେ ଥିବା ଓକିଲ ସଂଘ ସଦନରେ ଅନୁଷ୍ଠିତ ଏହି ନିର୍ବାଚନରେ ମୋଟ ୭୮୩ ସଦସ୍ୟ ନିଜର ମତାଧିକାର ସାବ୍ୟସ୍ତ କରିଥିଲେ । ସଭାପତି ଭାବରେ ନିର୍ବାଚିତ ନିରାକାର ଜେନା ମୋଟ ୫୫୪ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ସନ୍ତୋଷ ଆଚାର‌୍ୟ୍ୟ ୧୮୪ ଖଣ୍ଡ ଓ ଅନ୍ୟତମ ପ୍ରତିଦ୍ବନ୍ଦୀ ଧନେଶ୍ବର ମାଲିକ ମୋଟ ୪୭ ଖଣ୍ଡ ଭୋଟ ପାଇଛନ୍ତି। ସେହିପରି ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବା ଦିବ୍ୟସିଂହ ନାୟକ ୫୭ ଖଣ୍ଡ ଭୋଟ ବ୍ୟବଧାନରେ ଜୟଯୁକ୍ତ ହୋଇଛନ୍ତି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!