Sunday, June 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୃଥ୍ୱୀ ସ’ଙ୍କୁ ବିସିସିଆଇ ଛାଟ

by ସଞ୍ଜୟ ସ୍ୱାଇଁ
May 8, 2021
in NATIONAL NEWS, Sports
ପୃଥ୍ୱୀ ସ’ଙ୍କୁ ବିସିସିଆଇ ଛାଟ
352
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଆଇପିଏ-୨୦୨୧ ଏବଂ ଘରୋଇ କ୍ରିକେଟ୍ ଦମଦାର ପ୍ରଦର୍ଶନ କରିଥିବା ପୃଥ୍ୱୀ ସ’ଙ୍କୁ ଟେଷ୍ଟ ଚାମ୍ପିଅନସିପ୍ ଓ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ପୃଥ୍ୱୀ ସ’ଙ୍କୁ ଦଳରେ ସ୍ଥାନ ମିଳିନଥିବା ଜଣାପଡିଛି । ତେବେ କେଉଁ କାରଣରୁ ପୃଥ୍ୱ ସଙ୍କୁ ଅଣଦେଖା କରାଗଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ବିସିସିଆଇ ଏହାର ସ୍ପଟିକରଣ ରଖିଥିବା ଜଣାପଡିଛି । ସୂଚନାନୁସାରେ, ୨୧ବର୍ଷିୟ ପୃଥ୍ୱୀ ସ ଦମଦାର ଖେଳ ପ୍ରଦର୍ଶନ କରି ଦର୍ଶକମାନଙ୍କ ନିକଟର ହୋଇଥିବା ବେଳେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଓ ଷ୍ଟେଟ ଚାମ୍ପିଅନସିପରୁ ବାରମ ଦିଆଯିବାକୁ ନେଇ ଚର୍ଚ୍ଚା ଲାଗିରହିଥିଲା । ପୃଥ୍ୱୀ ଓ ପଡିଆ ମଧ୍ୟରେ ବେଶ ଧିମେଇ ଯାଉଛନ୍ତି । ସେଥିପାଇଁ ଓଜନ କମାଇବା ନିତ୍ୟାନ୍ତ ଆବଶ୍ୟକ । ଅଷ୍ଟ୍ରେଲିଆ ଗସ୍ତ ସମୟରେ ପୃଥ୍ୱ ସଙ୍କ ଫିଲ୍ଡିଂକୁ ନେଇ ପ୍ରଶ୍ନ ଉଠିଥିଲା । ଥାଙ୍କ ମଧ୍ୟରେ ଖେଳୁଆଡର ମନୋଭାବ ନଥିବା ଦେଖିବାକୁ ମିଳିଥିଲା । ଏକାଗ୍ରତା ମଧ୍ୟ କମିଯାଇଥିବା ଭଳି ମନେହେଉଥିଲା । ତେଣୁ ପ୍ରଥମେ ଓଜନ କମାନ୍ତୁ ତା’ପରେ ଟିମରେ ସିଲେକ୍ସନ ନେଇ ବିଚାର କରାଯିବ ବୋଲି ବିସିସିଆଇ ସ୍ପଟ କରିଥିବା ଜଣାପଡିଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!