Sunday, June 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ୟୁଏଇରେ ଆଇପିଏଲ ମ୍ୟାଚ୍ ଖେଳିବା ନେଇ ମିଳିଲା ଗ୍ରୀନ୍ ସିଗନାଲ

by ସଞ୍ଜୟ ସ୍ୱାଇଁ
May 29, 2021
in Breaking, Sports
ୟୁଏଇରେ ଆଇପିଏଲ ମ୍ୟାଚ୍ ଖେଳିବା ନେଇ ମିଳିଲା ଗ୍ରୀନ୍ ସିଗନାଲ
91
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ମହାମାରୀ ସାର ବିଶ୍ୱକୁ କବଳିତ କରି ରଖିଛି । ଏହାରି ଭିତରେ ମହାମାରୀ କରୋନା ଥମିବା ପରେ ଚଳିତ ବର୍ଷ ଆଇପିଏଲ୍-୨୦୨୧ ସଂସ୍କରଣ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଆଇପିଏଲରେ ମଧ୍ୟ କରୋନା ମାଡ଼ ହେବାରୁ ତୁରନ୍ତ ଆଇପିଏଲ୍-୨୦୨୧ ସ୍ଥଗିତ ରହିଥିଲା । ଏନେଇ ବିସିସିଆଇ ବହୁ ଆଲୋଚନା ପରେ ୟୁଏଇରେ ଆଇପିଏଲର ସମସ୍ତ ମ୍ୟାଚ୍ ହେବ ବୋଲି ଘୋଷଣା କରିଛି । ସୂଚନାନୁସାରେ, ଚଳିତ ବର୍ଷ ଆଇପିଏଲ ମ୍ୟାଚ୍ ଚାଲିଥିବା ବେଳେ ଆଇପିଏଲ ମ୍ୟାଚରେ ସାମିଲ ହୋଇଥିବା ଦଳ ଭିତରକୁ ମହାମାରୀ କରୋନା ପ୍ରବେଶ କରିଥିଲେ । କେତେକ ଖେଳାଳୀ ଓ କୋଚଙ୍କର ମହାମାରୀ କରୋନାରେ ସଂକ୍ରମିତ ହୋଇଥିବା ଚିହ୍ନଟ ହେବା ପରେ ବାକି ଥିବା ସମସ୍ତ ମ୍ୟାଚକୁ ସ୍ଥଗିତ ରଖାଯାଇଥିଲା । ଏନେଇ ବିସିସିଆଇ ପକ୍ଷରୁ ବିଦେଶୀ କ୍ରିକେଟ୍ ବୋର୍ଡ ସହିତ ଆଇପିଏଲ ମ୍ୟାଚ ହେବା ନେଇ ଆଲୋଚନା ଜାରି ରହିଥିଲା । ଆଲୋଚନା ପରେ ୟୁଏଇ ରାଜି ହୋଇଥିଲା । ସେପେମ୍ବର ୧୮ରୁ ଅକ୍ଟୋବର ୧୦ତାରିଖ ମଧ୍ୟରେ ବାକି ଥିବା ୩୧ଟି ମ୍ୟାଚ୍ ଆରମ୍ଭ ହେବା ନେଇ ଆଜି ବିସିସିଆଇ ଘୋଷଣା କରିଛି । ୨୯ଟି ମ୍ୟାଚ୍ ଖେଳ ହେବା ପରେ ଆଇପିଏଲ୍ ମ୍ୟାଚ୍ ସ୍ଥଗିତ ରହିଥିଲା ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!