Thursday, October 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସମ୍ବଲପୁର କୁଚିଣ୍ଡାରେ ୬ଘଣ୍ଟିଆ ବଜାର ବନ୍ଦ

by ସଞ୍ଜୟ ସ୍ୱାଇଁ
November 23, 2021
in Breaking, State
ସମ୍ବଲପୁର କୁଚିଣ୍ଡାରେ ୬ଘଣ୍ଟିଆ ବଜାର ବନ୍ଦ
99
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଏନଏସି ମାର୍କେଟ୍ କମ୍ପ୍ଲେକ୍ସର ସଂଶୋଧିତ ଦୋକାନ ଘର ଚୁକ୍ତିନାମା ବିରୋଧରେ ବ୍ୟବସାୟୀ ସଂଘ ପକ୍ଷରୁ ୬ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ବ୍ୟବସାୟୀ ମାନେ ଦୋକାନ ଗୃହ ଭଡାରେ ନେବା ସହ ଭଡା ଦେଉ ନ ଥିଲେ । ଏପରିକି ଭଡା ନେଇଥିବା ଦୋକାନ ଘର ଅନ୍ୟକୁ ଦେବା ଏବଂ ଦୋକାନ ଘରକୁ ବର୍ଦ୍ଧିତ କରାଯାଇଥିବା କାରଣରୁ ଏନଏସି କର୍ତୃପକ୍ଷ ଫାଇନ ଲଗାଇବାକୁ ନିଷ୍ପତ୍ତି ନେଇଥିଲେ । ଯାହାର ପ୍ରତିବାଦ କରି ଦୋକାନୀମାନେ ମଙ୍ଗଳବାର କୁଚିଣ୍ଡା ସହରର ସମସ୍ତ ଦୋକାନ ବଜାର ବନ୍ଦ କରିଛନ୍ତି । ସେମାନେ ସକାଳ ୬ଟାରୁ ଦିନ ୧ଟା ପର୍ୟ୍ୟନ୍ତ ବନ୍ଦ କରି ପ୍ରତିବାଦ ଜଣାଉଛନ୍ତି। ଅନ୍ୟ ପକ୍ଷରେ ଉପଖଣ୍ଡ ପ୍ରଶାସନକୁ ଲିଖିତ ଦାବିପତ୍ର ଦେବାର କାର୍ୟ୍ୟକ୍ରମ ରହିଛି ବୋଲି ଜଣାପଡିଛି। ତେବେ କେବଳ ଦୋକାନ ବଜାର ବନ୍ଦ ରହିଥିବା ବେଳେ ସାଧାରଣ ଜୀବନ ଯାତ୍ରା ସ୍ବାଭାବିକ ରହିଛି। ବସ ଚଳାଚଳ ମଧ୍ୟ ସ୍ବାଭାବିକ ରହିଥିବା ଦେଖିବାକୁ ମିଳିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!