Friday, July 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାଉଁଶ ଠେଙ୍ଗାରେ ସ୍ୱାଧିନତା ନାଟକ ମଞ୍ଚସ୍ଥ

by ସଞ୍ଜୟ ସ୍ୱାଇଁ
March 3, 2021
in Entertainment, Nayagarh
ବାଉଁଶ ଠେଙ୍ଗାରେ ସ୍ୱାଧିନତା ନାଟକ ମଞ୍ଚସ୍ଥ
204
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ଜିଲ୍ଲା ସଂସ୍କୃତି ପରିଷଦ ଏବଂ ନାଟ୍ୟଧାରା ଆନୁକୂଲ୍ୟରେ ଆଜି ନାଟକ ମହୋତ୍ସବର ତୃତୀୟ ଦିବସରେ ‘ବାଉଁଶ ଠେଙ୍ଗାରେ ସ୍ୱାଧିନତା’ ନାଟକ ମଞ୍ଚସ୍ଥ ହୋଇଯାଇଛି । ପଠାଣି ସାମନ୍ତ ପ୍ରେକ୍ଷାଳୟ ପରିସରରେ ପରିବେଷଣ ହେଉଥିବା ତୃତୀୟ ଦିବସ ନାଟକକୁ ଢେଙ୍କାନାଳ ଜିଲ୍ଲା କଳାପରିଷଦ ପକ୍ଷରୁ ‘ବାଉଁଶ ଠେଙ୍ଗାରେ ସ୍ୱାଧିନତା’ନାଟକକୁ ଜନସାଧାରଣ ବେଶ ଉପଭୋଗ କରିଥିଲେ । ଏହି ନାଟକଟି ସର୍ବଭାରତୀୟ ସ୍ତରରେ ସୁନାମ ଅର୍ଜ୍ଜନ କରିଥିବା ବେଳେ ନୟାଗଡ଼ ଜିଲ୍ଲା ରଣପୁର ଉପରେ ରଚନା କରାଯାଇଥିବା ଜଣାପଡିଛି । ସମ୍ନାନୀତ ଅତିଥି ଭାବେ ବରିଷ୍ଠ ନାଟ୍ୟ ବ୍ୟକ୍ତିତ୍ୱ ଦିଲ୍ଲୀଶ୍ୱର ମହାରଣା ଯୋଗଦେଇ ନାଟକ ପ୍ରେମୀମାନଙ୍କୁ ଓ ନାଟକ ପରିବେଷଣ କରୁଥିବା କର୍ମକର୍ତ୍ତାମାନଙ୍କୁ ଉତ୍ସାହିତ କରିଥିଲେ । ଦିଲ୍ଲୀଶ୍ୱର ମହାରଣାଙ୍କ ରଚିତ ଓ ନିର୍ଦ୍ଦେଶନାରେ ବାଉଁଶ ଠେଙ୍ଗାରେ ସ୍ୱାଧିନତା ନାଟକକୁ ଦେଖିବା ପାଇଁ ପଠାଣି ସାମନ୍ତ ପ୍ରେକ୍ଷାଳୟରେ ନାଟକ ପ୍ରେମୀଙ୍କ ଉତ୍ସାହିତ ଥିବା ଜଣାପଡିଛି । ନାଟ୍ୟଧାରା ସଭାପତି ପ୍ରମୋଦ ପଟ୍ଟନାୟକ, ସଂପାଦକ ଲକ୍ଷ୍ମୀଧର ମହାପାତ୍ର, ନିର୍ଦ୍ଦେଶକ ଡ଼ ବିଜୟ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!