Sunday, April 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭିଜିଲାନ୍ସ ଜାଲରେ ବନ୍ତ ଥାନା ଏଏସଆଇ

ଜମିବାଡ଼ି ସଂକ୍ରାନ୍ତରେ ଲାଞ୍ଚ ନେବା ପଡ଼ିଲା ମହଙ୍ଗା

by ସଞ୍ଜୟ ସ୍ୱାଇଁ
July 23, 2023
in Breaking, State
ଭିଜିଲାନ୍ସ ଜାଲରେ ବନ୍ତ ଥାନା ଏଏସଆଇ
172
VIEWS
Share on FacebookShare on Twitter
    1. ଭଦ୍ରକ, (ବାଘୁଆବାର୍ତ୍ତା): ବନ୍ତ ଥାନା ଅଂଚଳର ଏକ ଜମିବାଡ଼ି ମାମଲାରେ ଜଣେ ବ୍ୟକ୍ତିଙ୍କ ଠାରୁ ୧୦ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଟିମ୍ ଦ୍ଵାରା ବନ୍ତ ଥାନା ASI ମାନସ କୁମାର ପରିଡ଼ାଙ୍କୁ ଭିଜିଲାନ୍ସ ଟିମ୍ ଧରିବାରେ ସଫଳ ହୋଇଛି l ସୂଚନା ଅନୁଯାୟୀ ବନ୍ତ ଥାନା ଅଂଚଳର ଜଣେ ବ୍ୟକ୍ତିଙ୍କ ଠାରୁ ଏହି ASI ଜଣକ ଜମିବାଡ଼ି ମାମଲାର ରଫା ଦଫା କରିବା ପାଇଁ ଦଶ ହଜାର ଟଙ୍କା ଦାବି କରିଥିଲେ l ସେହି ଅନୁସାରେ Asi ଜଣକ ଅଭିଯୋଗ କାରୀଙ୍କୁ ଯୋଗାଯୋଗ କରି ବନ୍ତ ଥାନା ଛକ ରେ ଥିବା ଏକ ଜେରକ୍ସ ଦୋକାନରେ ଟଙ୍କା ଦେବା ପାଇଁ ଫୋନ୍ ମାଧ୍ୟମରେ ଜଣାଇ ଥିଲେ l ସେହି ଅନୁସାରେ ଉକ୍ତ ବ୍ୟକ୍ତି ଜଣକ ଜେରକ୍ସ ଦୋକାନରେ ଟଙ୍କା ଦେଇ ସାରିବା ପରେ ASI ଙ୍କୁ ଫୋନ୍ ରେ ଜଣାଇଥିଲେ ପରେ ASI ଜଣକ ଉକ୍ତ ଜେରକ୍ସ ଦୋକାନକୁ ଯାଇ ଟଙ୍କା ସେହି ବ୍ୟକ୍ତି ଜଣକ ଦେଇ ସାରିଥିବାର ଜାଣିବାକୁ ପାଇଥିଲେ ଏହି ସମୟ ମଧ୍ୟରେ ପୂର୍ବରୁ ନଜର ରଖିଥିବା ୧୧ଜଣିଆ ଟିମ୍ ଯାଇ ଉକ୍ତ ଜେରକ୍ସ ଦୋକାନ ପାଖରେ ପହଞ୍ଚି ୧୦ ହଜାର ଟଙ୍କା ଜବତ କରିବା ସହ ସମ୍ପୃକ୍ତ ASI ଜଣଙ୍କୁ ଥାନାକୁ ଆଣି ନିଜ ହେପାଜତ୍ କୁ ନେଇ ଥାନାରେ ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିବା ଦେଖିବାକୁ ମିଳିଥିଲା l ଏଥିରେ ଭଦ୍ରକ ଭିଜିଲାନ୍ସ DSP SK ସାମନ୍ତ ରାୟଙ୍କ ସହ ବାଲେଶ୍ଵର ଏବଂ ଭଦ୍ରକ ଭିଜିଲାନ୍ସ ର ୧୧ଜଣିଆ ଟିମ୍ ଏହି ଚଢ଼ାଉରେ ସାମିଲ ଥିଲେ l ଏନେଇ ବାଲେଶ୍ଵର ଭିଜିଲାନ୍ସ ପକ୍ଷରୁ ୧୯/୨୩ରେ ଏକ ମାମଲା ରୁଜୁ ହୋଇଥିବା ଜଣା ପଡ଼ିଛି l
ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

April 18, 2026
ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

April 18, 2026
ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

April 18, 2026
ବିଦ୍ଯାଳୟରେ ପୋଷାକ ବିତରଣ ଉତ୍ସବ:ଗରମରେ ଛଟପଟ ଛାତ୍ରଛାତ୍ରୀ

ବିଦ୍ଯାଳୟରେ ପୋଷାକ ବିତରଣ ଉତ୍ସବ:ଗରମରେ ଛଟପଟ ଛାତ୍ରଛାତ୍ରୀ

April 18, 2026
ନୟାଗଡରେ ସିଏମ ଟ୍ରଫି:ଜିଲ୍ଲା ଭଲିବଲ୍ ଟୁର୍ଣ୍ଣାମେଣ୍ଟ  ଉଦଘାଟିତ

ନୟାଗଡରେ ସିଏମ ଟ୍ରଫି:ଜିଲ୍ଲା ଭଲିବଲ୍ ଟୁର୍ଣ୍ଣାମେଣ୍ଟ  ଉଦଘାଟିତ

April 18, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!