Wednesday, August 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାଣପୁର ଓ ଚିଲିକା ବ୍ଲକ୍ ରେ ମାସ୍କ ଯାଞ୍ଚ ହେଲା କଡ଼ାକଡ଼ି: ଅମାନିଆ ଗଣିଲେ ତଣ୍ଡ।

by Sanjay Swain
April 7, 2021
in Nayagarh
ବାଣପୁର ଓ ଚିଲିକା ବ୍ଲକ୍ ରେ ମାସ୍କ ଯାଞ୍ଚ ହେଲା କଡ଼ାକଡ଼ି: ଅମାନିଆ ଗଣିଲେ ତଣ୍ଡ।
165
VIEWS
Share on FacebookShare on Twitter

ବାଲୁଗାଁ, (ବାଘୁଆବାର୍ତ୍ତା) ୭/୪:ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ଉପରମୁହାଁ ହେଉଥିବାବେଳେ ଲଗାତାର ଭାବେ କିଛି ଦିନ ହେଲା ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ଏକ ନମ୍ବରରେ ରହୁଛି। ଗୋଷ୍ଠୀ ସଂକ୍ରମଣକୁ ଦୃଷ୍ଟି ଆଗରେ ରଖି ଖୋର୍ଦ୍ଧା ଜିଲ୍ଲାପାଳ କରୋନା କଟକଣାକୁ କଡ଼ାକଡି କରିଛନ୍ତି। ଜିଲ୍ଲାପାଳ ସନତ କୁମାର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଚିଲିକା ବ୍ଲକ୍ ଓ ବାଣପୁର ବ୍କକ୍ ରେ କରୋନା ଯାଞ୍ଚ ଜୋରଦାର କରାଯାଇଛି।

ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ବାଣପୁର ତହସିଲଦାର ମନ୍ମଥ ବେହେରାଙ୍କ ନେତୃତ୍ୱରେ ଏବଂ ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁଙ୍କ ସହଯୋଗରେ ନାଚୁଣୀ ବଜାରରେ କଡ଼ାକଡ଼ି କୋଭିଡ ଚେକିଂ ଆରମ୍ଭ ହୋଇଥିଲା। ପାଖାପାଖି ୨ ଘଣ୍ଟା ଧରି ଉକ୍ତ ଚଢ଼ାଉ ଜାରି ରହି ୨୧ ଜଣ ଅମାନିଆଙ୍କଠୁ ୪ ହଜାର ୨୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ତହସିଲଦାର ଶ୍ରୀ ବେହେରା।

ତତ୍ ସହିତ ତହସିଲଦାର ଏବଂ ଫାଣ୍ଡି ଅଧିକାରୀ ସମସ୍ତ ଜନସାଧାରଣଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ଅବଲମ୍ବନ କରିବା ପାଇଁ ଅନୁରୋଧ କରିଛନ୍ତି। ତେବେ ଆଗାମୀ ଦିନରେ କରୋନା ଯାଞ୍ଚକୁ ଆହୁରି ଜୋରଦାର କରାଯିବ ବୋଲି ତହସିଲଦାର ଶ୍ରୀ ବେହେରା ସୂଚନା ଦେଇଛନ୍ତି।

ଆଜିର ଏହି ଚଢ଼ାଉରେ ବାଣପୁର ତହସିଲ କାର୍ଯ୍ୟାଳୟର ଉପ ନିବନ୍ଧକ ବସନ୍ତ ବେଦମତ୍ତା, କର୍ମଚାରୀ ବୀରେନ୍ଦ୍ର ପଣ୍ଡା ଏବଂ ନାଚୁଣୀ ଫାଣ୍ଡି କର୍ମଚାରୀ ଆଦି ସାମିଲ ଥିଲେ।

ଅନୁରୂପ ଭାବେ ଆଜି ଚିଲିକା ବ୍ଲକ ବଡକୁଳ ଅଞ୍ଚଳରେ ତହସିଲଦାର ପୁନମ ମହାପାତ୍ରଙ୍କ ନେତୃତ୍ୱରେ କୋଭିଡ ଯାଞ୍ଚ ହୋଇଥିଲା। ଯେଉଁଥିରେ ସମୁଦାୟ ୮ ଜଣ ଅମାନିଆଙ୍କଠାରୁ ୧ହଜାର ୬ ଶହ ଟଙ୍କା ଜରିମାନା ଆଦାୟ ହୋଇଥିବାର ସୂଚନା ମିଳିଛି।ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ଅବଲମ୍ବନ କରିବା ପାଇଁ ଅନୁରୋଧ କରିଛନ୍ତି। ତେବେ ଆଗାମୀ ଦିନରେ କରୋନା ଯାଞ୍ଚକୁ ଆହୁରି ଜୋରଦାର କରାଯିବ ବୋଲି ତହସିଲଦାର ଶ୍ରୀ ବେହେରା ସୂଚନା ଦେଇଛନ୍ତି।ଆଜିର ଏହି ଚଢ଼ାଉରେ ବାଣପୁର ତହସିଲ କାର୍ଯ୍ୟାଳୟର ଉପ ନିବନ୍ଧକ ବସନ୍ତ ବେଦମତ୍ତା, କର୍ମଚାରୀ ବୀରେନ୍ଦ୍ର ପଣ୍ଡା ଏବଂ ନାଚୁଣୀ ଫାଣ୍ଡି କର୍ମଚାରୀ ଆଦି ସାମିଲ ଥିଲେ।ସେହିଭଳି ଅନୁରୂପ ଭାବେ ଆଜି ଚିଲିକା ବ୍ଲକ ବଡକୁଳ ଅଞ୍ଚଳରେ ତହସିଲଦାର ପୁନମ ମହାପାତ୍ରଙ୍କ ନେତୃତ୍ୱରେ କୋଭିଡ ଯାଞ୍ଚ ହୋଇଥିଲା। ଯେଉଁଥିରେ ସମୁଦାୟ ୮ ଜଣ ଅମାନିଆଙ୍କଠାରୁ ୧ହଜାର ୬ ଶହ ଟଙ୍କା ଜରିମାନା ଆଦାୟ ହୋଇଥିବାର ସୂଚନା ମିଳିଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!