Thursday, September 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କଦଳୀଠାରୁ ଏହାର ଚୋପା ଆହୁରି ଉପଯୁକ୍ତ, ଜାଣନ୍ତୁ ଏହା କେଉଁ କାମରେ ଆସେ

by ସଞ୍ଜୟ ସ୍ୱାଇଁ
May 23, 2021
in Health, NATIONAL NEWS, State
କଦଳୀଠାରୁ ଏହାର ଚୋପା ଆହୁରି ଉପଯୁକ୍ତ, ଜାଣନ୍ତୁ ଏହା କେଉଁ କାମରେ ଆସେ
416
VIEWS
Share on FacebookShare on Twitter

ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): ଯେତେବେଳେ ବି ଆମେ କଦଳୀ ଖାଇଥାଉ, ତାହାର ଚୋପାକୁ ଅଳିଆ ବାକ୍ସରେ ପକାଇ ଦେଇଥାଉ । କିନ୍ତୁ କଦଳୀ ଚୋପା ଏହାର ଫଳ ପରି ଲାଭଦାୟକ ମଧ୍ୟ ଅଟେ । କଦଳୀ ଚୋପାକୁ ଅନେକ ଉପାୟରେ ବ୍ୟବହାର କରାଯାଇପାରେ । ଏହାର ଲାଭ ଜାଣି ଆପଣ ଆଶ୍ଚର୍ୟ୍ୟ ହୋଇଯିବେ । ପ୍ରତ୍ୟେକ ଦିନ ଦାନ୍ତରେ କଦଳୀ ଚୋପାକୁ ଘଷିବା ଦ୍ୱାରା ଦାନ୍ତ ଉଜ୍ୱଳ ହୋଇଥାଏ । କାରଣ କଦଳୀରେ ଥିବା ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଏବଂ ମାଙ୍ଗାନିଜ୍ ଦାନ୍ତରେ ଥିବା ହଳଦିଆ ରଙ୍ଗକୁ ହଟାଇବାରେ ବହୁତ ସାହାଯ୍ୟ କରିଥାଏ । ଯଦି ଆପଣଙ୍କର ପାଦ କିମ୍ବା ହାତରେ କଳା ଦାଗ ରହିଥାଏ, ତେବେ କଦଳୀ ଚୋପାକୁ ଘଷିବା ଅତ୍ୟନ୍ତ ଲାଭଦାୟକ ହେବ । ଏଥିପାଇଁ କଦଳୀ ଚୋପାକୁ ଘଷନ୍ତୁ ଏବଂ ରାତିସାରା ଛାଡିଦିଅନ୍ତୁ । କଦଳୀ ଚୋପା ରେ ଏପରି ଅନେକ ଉପାଦାନ ମିଳିଥାଏ, ଯାହା ଦ୍ୱାରା ବ୍ରଣ ସମସ୍ୟା ମଧ୍ୟ ଦୂର ହୋଇଥାଏ । ତ୍ୱଚାରେ କଦଳୀ ଚୋପା ଲଗାଇବା ଦ୍ୱାରା ତ୍ୱଚା ନରମ ହୋଇଥାଏ । କଦଳୀ ଚୋପା ସାହାଯ୍ୟରେ ଆପଣ ଜୋତା ଏବଂ ଚମଡ଼ାରେ ତିଆରି ଅନ୍ୟାନ୍ୟ ଜିନିଷକୁ ମଧ୍ୟ ଉଜ୍ଜ୍ୱଳ କରିପାରିବେ । କଦଳୀ ଚୋପା ଚର୍ମରେ ଜଳର ଅଭାବକୁ ସମ୍ପୂର୍ଣ୍ଣ କରିଥାଏ । କଦଳୀ ଚୋପାକୁ ଗ୍ରାଇଣ୍ଡ କରି ଅଣ୍ଡାର କେଶରରେ ମିଶାଇ ମୁହଁରେ ଲଗାଇବା ଦ୍ୱାରା ମୁହଁର କୁଞ୍ଚନ ଦୁର ହୋଇଥାଏ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!