Sunday, November 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚମକିବ ବାଉଁଶରେ ତିଆରି ଗହଣା

by ସଞ୍ଜୟ ସ୍ୱାଇଁ
July 7, 2021
in State
ଚମକିବ ବାଉଁଶରେ ତିଆରି ଗହଣା
132
VIEWS
Share on FacebookShare on Twitter

ରାୟଗଡା, (ବାଘୁଆବାର୍ତ୍ତା): ଦେଶ ବିଦେଶରେ ଚମକିବ ଏବେ ବାଉଁଶରେ ତିଆରି ଗହଣା । ଆଧୁନିକ ଯୁଗରେ ଆଧୁନିକ ପସନ୍ଦ୍ । ତେବେ ଆଜିକାଲି ଫ୍ୟାସନ କୁ ନେଇ ଆଦିବାସୀ ମୂଳକର ଝିଅ ତିଆରି କରିଛନ୍ତି ଗହଣା । ତା ପୁଣି ବାଉଁଶରେ । ପ୍ରକୃତିର ଉପାଦାନ ବାଉଁଶ ରେ ଅଳଙ୍କାର ପ୍ରସ୍ତୁତ କରି ଆଦିବାସୀ ଏବେ ସ୍ଵାବଲମ୍ବୀ ହେବାର ଲକ୍ଷ ରଖିଛନ୍ତି । ଏମାନେ ହେଉଛନ୍ତି ରାୟଗଡ ଜିଲ୍ଲା କୋଲନରା ବ୍ଲକ ବଡ଼ ଚାନ୍ଦିଲି ଗାଁର କଲେଜରେ ପଢ଼ୁଥିବା କିଛିଝିଅ । ପାଠ ପଢା ସାରିବା ପରେନିଜ ଗୋଡରେ ନିଜେ ଠିଆ ହେବାକୁ ଯୋଜନା କରି ସ୍ୱୟଂସହାୟକ ଗୋଷ୍ଠୀ କରି ଏହି କାମ ଆରମ୍ଭ କରିଛନ୍ତି । ଉନ୍ନତମାନ କୌଶଳ ସାଙ୍ଗକୁ ବର୍ତମାନ ପରିସ୍ଥିତିରେ ଯୁବପିଢୀର ଆବଶ୍ୟକତାକୁ ପୂରଣ କରି ପାରିବା ଭଳି ତାଲିମଦାତାଙ୍କୁ ତାଲିମ ନେଇଛନ୍ତି । ବାଉଁଶରେ ତିଆରି ଅଳଙ୍କାର ସାଙ୍ଗକୁ ପ୍ରସାଧନ ସାମଗ୍ରୀ ନିର୍ମାଣ କରି ଛନ୍ତି । ସବୁଠାରୁ ବଡ କଥା ନିର୍ମାଣ ସାମଗ୍ରୀର ବଜାର ବ୍ୟବସ୍ଥା ହେଲେ ନିଶ୍ଚିତ ଭାବେ ଆଦିବାସୀ ଅଞ୍ଚଳରେ ଯୁବତୀ ମାନେ ସ୍ବାବଲମ୍ବୀ ହୋଇପାରିବେ ଏଥିରେ ସନ୍ଦେହ ନାହିଁ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!