Monday, August 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୧୩ ବର୍ଷର କନ୍ୟାକୁ ୧୪ ବର୍ଷର ବର, ହେଉଥିଲା ବାହାଘର, ଏହାପରେ କ’ଣ ହେଲା

by ସଞ୍ଜୟ ସ୍ୱାଇଁ
June 2, 2021
in Crime, State
୧୩ ବର୍ଷର କନ୍ୟାକୁ ୧୪ ବର୍ଷର ବର, ହେଉଥିଲା ବାହାଘର, ଏହାପରେ କ’ଣ ହେଲା
528
VIEWS
Share on FacebookShare on Twitter

ଯାଜପୁର (ବାଘୁଆବାର୍ତ୍ତା): ଆଜିର ସମାଜରେ ଶିକ୍ଷିତ, ଉଚ୍ଚଶିକ୍ଷିତ ଲୋକ ବସବାସ କରୁଥିଲେ ମଧ୍ୟ ବାଲ୍ୟ ବିବାହ ପରି କୁପ୍ରଥା ଉପରେ ରୋକ ଲାଗୁନି । ଏବେବି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ନଗଡା ଅଞ୍ଚଳରେ ଚାଲିଛି ବାଲ୍ୟବିବାହ । ତେବେ ମଙ୍ଗଳବାର ଦିନ ସଂପୃକ୍ତ ଅଞ୍ଚଳରେ ବାଲ୍ୟ ବିବାହ ହେଉଥିବା ଖବର ପାଇ ପୋଲିସ ସହାୟତାରେ ବାହାଘରକୁ ବନ୍ଦ କରିଛି ଯାଜପୁର ଚାଇଲ୍ଡ ଲାଇନ । ତଳନଗଡା ଅଞ୍ଚଳର ୧୪ ବର୍ଷର ନାବାଳକ ସହ କେନ୍ଦୁଝର ଅଞ୍ଚଳର ୧୩ ବର୍ଷର ନାବାଳିକା ଝିଅର ବାହାଘର କରିବାକୁ ପ୍ରସ୍ତୁତି ଚାଲିଥିଲା । ବାହାଘରକୁ ବନ୍ଦ କରିଛି ଯାଜପୁର ଚାଇଲ୍ଡ ଲାଇନ । ତେବେ ଉଭୟ ପୁଅ ଝିଅଙ୍କୁ ଯାଜପୁର ଶିଶୁ ମଙ୍ଗଳ ସମିତିରେ ହାଜର କରାଯିବା ସହ ପୁଅକୁ ଯାଜପୁର ବାଳାଶ୍ରମ ଓ ଝିଅକୁ ସଖୀ କେନ୍ଦ୍ରରେ ରଖାଯାଇଛି । ସେମାନଙ୍କ ସମସ୍ତ ଯାଞ୍ଚ ପରେ ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଚାଇଲ୍ଡ ଲାଇନର କୋ-ଅର୍ଡିନେଟର କହିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!