Thursday, November 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗୁଳି ଫୁଟାଇ ସୁନା ବ୍ୟବସାୟଙ୍କ ଠାରୁ ଝାମ୍ପି ନେଲେ ସୁନା ବ୍ୟାଗ୍

by ସଞ୍ଜୟ ସ୍ୱାଇଁ
August 29, 2023
in Crime, State
ଗୁଳି ଫୁଟାଇ ସୁନା ବ୍ୟବସାୟଙ୍କ ଠାରୁ ଝାମ୍ପି ନେଲେ ସୁନା ବ୍ୟାଗ୍
195
VIEWS
Share on FacebookShare on Twitter

ବାଲିଗୁଡା, (ବାଘୁଆବାର୍ତ୍ତା): ବାଲିଗୁଡାରେ ପୁଣି ଫୁଟିଲା ଗୁଳି l ଗୁଳି ଫୁଟାଇ ସୁନା ବ୍ୟବସାୟଙ୍କ ଠାରୁ ଝାମ୍ପି ନେଲେ ସୁନା ବ୍ୟାଗ୍ । ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ବଣିକ ସଂଘ ବନ୍ଦ ଡାକରା ଦେଇଛି l ଦୋକାନ ବଜାର ବନ୍ଦ ରହିଛି । ସୂଚନାଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ପୁଣି ଫୁଟିଲା ଗୁଳି । ସହରର ମଧ୍ୟଭାଗରେ ନେହୁରୁ ଛକ ନିକଟରୁ ଦୁର୍ବୃତ୍ତ ଗୁଳି ଫୁଟାଇ ଭୁଜାଲିରେ ହାଣି ଝlମ୍ପି ନେଲେ ସୁନା ଗହଣା ବ୍ୟାଗ୍ । ମଙ୍ଗଳବାର ସକାଳ ପ୍ରାୟ ୧୦ଟା ବେଳେ ପାଟ୍ଟଖଣ୍ଡା ଜୁଏଲାରୀ ମାଲିକ ବି ସୁବାଷ ଚନ୍ଦ୍ର ଆଚାରୀ ସୁନା ବ୍ୟାଗ୍ ଧରି ଦୋକାନ ଖୋଲିବାକୁ ଯାଉଥିବା ବେଳେ ଦୋକାନ ନିକଟରେ ଗୋଟିଏ ବାଇକରେ ତିନି ଦୁର୍ବୃତ୍ତ ଆସି ଆକ୍ରମଣ କରି ସୁନା ଭର୍ତ୍ତି ବ୍ୟାଗ୍ ଝାମ୍ପିନେଇଥିଲେ । ସୁବାଷ ଚନ୍ଦ୍ର ଆଚାଚୀଙ୍କୁ ଗୁରୁତର ଭାବେ ଉଦ୍ଧାର କରି ବାଲିଗୁଡା ଉପଖଣ୍ଡ ଡାକ୍ତଖାନାରେ ଭର୍ତ୍ତି କରାଯାଇଛି l ଘଟଣାସ୍ଥଳରେ ବାଲିଗୁଡା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦାୟୀ କରି ଏହାର ପ୍ରତିବାଦରେ ବଣିକ ସଂଘ ଦୋକାନ ବଜାର ବନ୍ଦ କରି ବନ୍ଦ ଡାକରା ଦେଇଛି l

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!