Friday, September 11, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାଲିଘାଟରେ ଉପଜିଲ୍ଲାପାଳଙ୍କ ରାତିଅଧିଆ ଚଢାଉ

by ସଞ୍ଜୟ ସ୍ୱାଇଁ
March 9, 2025
in Crime, State
ବାଲିଘାଟରେ ଉପଜିଲ୍ଲାପାଳଙ୍କ ରାତିଅଧିଆ ଚଢାଉ
33
VIEWS
Share on FacebookShare on Twitter

ବାଙ୍କୀ, (ବାଘୁଆବାର୍ତ୍ତା): ଡ଼ମପଡ଼ା ବ୍ଲକରେ ଥିବା କାଳିକା ପ୍ରସାଦ ବାଲି ଘାଟ ଉପରେ ହୋଉଛି ରାତିଅଧିଆ ଚଢାଉ ହୋଇଛି । ଚଢାଉ ୬ଟି ହାଇଓ୍ୱା ଓ ୩ଟି ପ୍ରୋକଲେନ୍‌ ଜବତ ହୋଇଥିବା ବେଳେ ୬ଜଣଙ୍କୁ ଅଚକ ରଖିଛି ବାଙ୍କୀ ପୋଲିସ । ଖବର ଅନୁଯାୟୀ, ଡ଼ମପଡା ତହସିଲର ଖାତା ନମ୍ବର ୧୨ ରେ ପ୍ଲଟ ୩୬ର ୧୨. ୩୫୦ ଏକର ଅଞ୍ଚଳରୁ ବାଲି ଉଠାଇବାକୁ ନିର୍ଦ୍ଦେଶ ରହିଛି। କିନ୍ତୁ ଘାଟ ନେଇଥିବା ଅଧିକାରୀ ଏହି ସୀମା ବାହାରୁ ମେସିନ ଲଗାଇ ବାଲି ଚାଲାଣ କରୁଛନ୍ତି। ଏପରିକି ଯେତିକି ବାଲି ଉଠାଇବାକୁ ନିର୍ଦ୍ଦେଶ ରହିଛି, ତା ଠାରୁ ଅନେକ ଗୁଣରେ ଅଧିକ ବାଲି ଉତ୍ତୋଳନ କରିଛନ୍ତି। କୌଣସି ଟ୍ରାନଜିଟ୍‌ ପାସ ନଥାଇ ବି ବାହାରକୁ ଶହ ଶହ ହାଇଓ୍ୱା ବାଲି ଚାଲାଣ କରୁଛନ୍ତି। ଯାହାଦ୍ଵାରା ବାଲିଘାଟ ନିୟମ ଉଲ୍ଲଂଘନ କରୁଛନ୍ତି। ଏସବୁ ନେଇ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ବିଳମ୍ବିତ ରାତିରେ ଉକ୍ତ ବାଲି ଖାଦାନରେ ଚଢାଉ ହୋଇଥିଲା। ଏହି ଚଢାଉରେ ୬ଟି ହାଇଓ୍ୱା ଓ ୩ଟି ପ୍ରୋକଲେନ ଜବତ ହୋଇଥିବା ବେଳେ ୬ ଜଣଙ୍କୁ ଅଟକ ରଖିଛନ୍ତି ବାଙ୍କୀ ପୋଲିସ। ଚଢାଉରେ ବାଙ୍କୀ ଉପଜିଲ୍ଲାପାଳଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ବାଙ୍କୀ, ଡମପଡ଼ା ତହସିଲଦାର, କଟକ ଜିଲ୍ଲା ମାଇନିଂ ଅଧିକାରୀ, ବାଙ୍କୀ ଆରକ୍ଷୀ ଅଧିକ୍ଷକ, ବାଙ୍କୀ ଥାନା ଆଇଆଇସି ସାମିଲ ହୋଇଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!