ଆପଣମାନଙ୍କ ସ୍ନେହ, ଶ୍ରଦ୍ଧା ଓ ଭଲ ପାଇବା ପାଇଁ
ଝଡ଼ ଝଞ୍ଜା ଭିତରେ ବାଘୁଆବାର୍ତ୍ତା ୨୦ବର୍ଷରେ ପାଦ ଥାପିଛି। ଆପଣମାନଙ୍କ ନିକଟତର ହେବାକୁ ପ୍ରୟାସ ଆରମ୍ଭ କରିଛି । ନୟାଗଡ଼ ଜିଲ୍ଲା ପ୍ରତିଷ୍ଠା ଦିବସରେ ବାଘୁଆ ନୟାଗଡ଼ର ବାଘୁଆବାର୍ତ୍ତା ଆପଣଙ୍କ ଅଞ୍ଚଳର ଟିକିନିକି ଖବର ପହଞ୍ଚାଇବାରେ ସହାୟକ ହେବ । ଆପଣ ମାନଙ୍କ ବିଶ୍ୱାସକୁ ପୂର୍ବ ପରି ଅତୁଟ ରଖିବ ବାଘୁଆବାର୍ତ୍ତା । ଆପଣମାନେ ଯେଉଁ ପରି ଭାବେ ଖବର ପରିବେଷଣ କରିବାରେ ପୂର୍ବରୁ ସାହାର୍ଯ୍ୟ ସହଯୋଗ କରିଆସୁଥିଲେ, ସେହି ପରି ଭାବେ ସହଯୋଗର ହାତ ବଢାଇବା ପାଇଁ ବାଘୁଆବାର୍ତ୍ତା ଆପଣମାନଙ୍କ ଠାରୁ ଆଶା ରଖିଛି ।
ସଂପାଦକ, ବାଘୁଆବାର୍ତ୍ତା






