Sunday, August 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାଗଚୀ ଦମ୍ପତ୍ତିଙ୍କ ମହାନତା

by ସଞ୍ଜୟ ସ୍ୱାଇଁ
April 12, 2021
in State
ବାଗଚୀ ଦମ୍ପତ୍ତିଙ୍କ ମହାନତା
286
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): କୋଭିଡ୍-୧୯ ସମୟରେ ଦେଶରେ ଆର୍ଥିକ ମାନ୍ଦାବସ୍ଥା ଦେଖା ଦେଇଥିଲା ବେଳେ ରାଜ୍ୟ ସରକାରଙ୍କ ରିଲିଫ୍ ଫଣ୍ଡକୁ ବାଗଚୀ ଦମ୍ପତ୍ତି ଆର୍ଥିକ ସହାୟତା ପ୍ରଦାନ କରି ଚର୍ଚ୍ଚାର ପରିସର ଆସିଥିଲେ । ଆଜି ପୁଣି ଏକ ମହାନତା କାମ କରି ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି ଦମ୍ପତ୍ତି ସୁବ୍ରତ-ସୁସ୍ମିତା ବାଗଚୀ । ସୁବତ୍ର ବାଗଚୀ ରାଜ୍ୟ କ୍ୟାବିନେଟରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ସୂଚାରୁ ରୂପେ କାର୍ଯ୍ୟ ତୁଲାଇ ଥିଲେ । ଆଜି ରାଜ୍ୟ କ୍ୟୋବିନେଟରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି । ଭୁବନେଶ୍ୱରରେ ହେବ ବାଗଚି-କରୁଣାଶ୍ରୟ ପାଲିଆକ୍ଟିଟିଭ କେୟାର ସେଣ୍ଟର । ଏଥିପାଇଁ ଉଭୟ ସୁବ୍ରତ-ସୁସ୍ମିତା ବାଗଚୀ ୧୩୦କୋଟି ଟଙ୍କା ଦେବାକୁ ନିଷ୍ପତ୍ତି ନେଇଥିବା ବେଳେ ରାଜ୍ୟ ସରକାର ଉକ୍ତ ପାଲିଆକ୍ଟିଭ କେୟାର ସେଣ୍ଟର ପାଇଁ ୨୦ଏକର ଜମି ମାଗଣାରେ ଯୋଗାଇ ଦେବେ । ଉକ୍ତ ସେଣ୍ଟରରେ ରୋଗୀମାନଙ୍କୁ ସଂପୂର୍ଣ୍ଣ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯିବ । ଏଥି ସହିତ ଭୁବନେଶ୍ୱରରେ ବାଗଚୀ-ଶ୍ରୀ ଶଙ୍କର କର୍କଟ ହସ୍ପିଟାଲ ପ୍ରତିଷ୍ଠାକୁ ମଂଜୁରୀ ମିଳିଛି । ସେଥିପାଇଁ ମଧ୍ୟ ବାଗଚୀ ଦମ୍ପତ୍ତି ୨୧୦କୋଟି ଟଙ୍କା ପ୍ରଦାନ କରିବେ ବୋଲି ଜଣାପଡିଛି । ଉଭୟ ପ୍ରକଳ୍ପ ପାଇଁ ବାଗଚୀ ଦମ୍ପତ୍ତି ମୋଟ ୩୪୦କୋଟି ଟଙ୍କା ଦେବେ ବୋଲି ସୂଚନା ମିଳିଛି । କର୍କଟ ହସ୍ପିଟାଲ ୨୦୨୪ସୁଦ୍ଧା ୨୫୦ଶର୍ଯ୍ୟାରେ ରୋଗୀଙ୍କୁ ଚିକିତ୍ସା ମିଳିବ । ସେଥିପାଇଁ ପ୍ରସ୍ତୁତି ମଧ୍ୟ ଆଗେଇ ଚାଲିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!