Friday, June 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆଇଆଇସିଙ୍କୁ ନାବାଳିକାଙ୍କ ଚିଠି:ମୋ ବାହାଘର ବନ୍ଦ କର

by ସଞ୍ଜୟ ସ୍ୱାଇଁ
May 11, 2021
in Breaking, State
ଆଇଆଇସିଙ୍କୁ ନାବାଳିକାଙ୍କ ଚିଠି:ମୋ ବାହାଘର ବନ୍ଦ କର
464
VIEWS
Share on FacebookShare on Twitter

ବଡ଼ମ୍ବା, (ବାଘୁଆବାର୍ତ୍ତା): ସଚେତନ ହେଲେ ନାବାଳିକା । ନିଜ ବାହାଘର ବନ୍ଦ କରିବା ପାଇଁ ଆଇଆଇସିଙ୍କୁ ଚିଠି ଲେଖିଛନ୍ତି ନାବାଳିକା । ଏଭଳି ଘଟଣା ସାମ୍ନାକୁ ଆସିଛି କଟକ ଜିଲ୍ଲା ବଡ଼ମ୍ବା ଥାନା ଅଞ୍ଚଳରୁ । ସୁଚନାନୁସାରେ, କଟକ ଜିଲ୍ଲା ବଡ଼ମ୍ବା ଥାନା ଅନ୍ତର୍ଗତ ସନ୍ତରାବଳୀ ଗାଁର ଜଣେ ୧୬ବର୍ଷିୟ ନାବାଳିକାଙ୍କ ପରିବାର ଲୋକ ଜୋର ଜବରଦସ୍ତ ବିବାହ କରିବା ପାଇଁ ସ୍ଥିର କରିଛନ୍ତି । ଏଥିପାଇଁ ମଧ୍ୟ ଦିନ ଧାର୍ଯ୍ୟ କରାଯାଇଛି । ଆଉ ଦିନ କେଇଟା ଗଲେ ନାବାଳିକାର ବିବାହ ହୋଇଥାନ୍ତା । ହେଲେ ନାବାଳିକା ଜଣକ ବାଲ୍ୟ ବିବାହ ଆଇନ ଅନୁସାରେ ବଡ଼ ଅପାରଧ । ଏହା ଜାଣିବା ପରେ ନାବାଳିକା ଜଣକ ପରିବାର ଲୋକଙ୍କୁ ଯେତେ କାକୁତି ମିନତି ହୋଇ ବିବାହ ବନ୍ଦ କରିବାକୁ ଅନୁରୋଧ କରିଥିଲେ ମଧ୍ୟ ନାବାଳିକାଙ୍କ ବାପା ମାନିବାକୁ ନାରାଜ୍ ଥିଲେ । ଆସନ୍ତା ୨୦ତାରିଖରେ ନାବାଳିକାର ବିବାହ ହୋଇଥାନ୍ତା । ସେଥିପାଇଁ ମଧ୍ୟ ସବୁ ପ୍ରସ୍ତୁତି ସରିଥିଲା । ତା’ପୂର୍ବରୁ ନାବାଳିକା ଜଣକ ବଡ଼ମ୍ବା ଥାନାରେ ନୂଆ କରି ଯୋଗ ଦେଇଥିବା ଥାନା ଅଧରକାରୀ ପ୍ରମୋଦ କୁମାର ଲେଙ୍କାଙ୍କୁ ବାହାଘର ବନ୍ଦ କରିବାକୁ ଚିଠି ଲୋଖିଛନ୍ତି । ଯଦି ବାହାଘର ବନ୍ଦ ନହୁଏ ତେବେ ନାବାଳିକା ଜଣକ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି । ମୋର ବୟସ ହୋଇନି । ମୋ ଇଚ୍ଛା ବିରୁଦ୍ଧରେ ମୋର ବାହାଘର ସ୍ଥିର କରିଛନ୍ତି । ମୋର ବୟସ ମାତ୍ର ୧୬ବର୍ଷ । ବାଲ୍ୟ ବିବାହ କରିବା ସବୁଠାରୁ ବଡ଼ ଅପରାଧ । ତେଣୁ ମୋ ବାହାଘର ବନ୍ଦ କର ବୋଲି ଆଇଆଇସିଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ନାବାଳିକା । ଚିଠି ପାଇବା କ୍ଷଣି ବଡ଼ମ୍ବା ଥାନା ଅଧିକାରୀ ଜିଲ୍ଲା ଶିଶୁ ସୁରକ୍ଷା ଅଧରକାରିଙ୍କୁ ଅବଗତ କରାଇବା ସହିତ ନାବାଳିକାର ଗାଁ ପହଞ୍ଚିଥିବା ଜଣାପଡିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!