ନୟାଗଡ଼,(ବାଘୁଆବାର୍ତ୍ତା): ବଡ଼ଚଣା ବିଧାୟକ ଅମର ଶତପଥି ସଂଗରୋଧରେ । ବିଧାୟକ ସଂଗରୋଧ କାରଣ ପିଏସ୍ଓ ଏବଂ ଡ୍ରାଇଭର କରୋନା ଆକ୍ରାନ୍ତ । ବଡ଼ଚଣା ବିଧାୟକ ଶ୍ରୀଯୁକ୍ତ ଶତପଥୀଙ୍କ ଡ୍ରାଇଭର ଏବଂ ପିଏସ୍ଓ କରୋନା ଆକ୍ରାନ୍ତ ହେବା ଜଣାପଡ଼ିଛି । ଯାହାକୁ ନେଇ ବିଧାୟକ ସଂଗରୋଧରେ ରହିଛନ୍ତି ।