ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଶିମିଳିପାଳ ଅଭୟାରଣ୍ୟ ସଂପର୍କରେ ବିଜେଡ଼ିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ(ବବି) ଟ୍ୟୁଟି କରି ପ୍ରତିକ୍ରିୟା ରଖିଛନ୍ତି । ଶିମିଳିପାଳ ଅଭୟାରଣ୍ୟ ଦେଶର ସଂପତ୍ତି । ଶିମିଳିପାଳକୁ ସୁରକ୍ଷା ଦେବା ଆମାମନଙ୍କର ଦାୟୀତ୍ୱ । ବର୍ତ୍ତମାନ ସୁଦ୍ଧା ବିଜେଡ଼ି ସମସ୍ତ କର୍ମୀ, ଛାତ୍ର, ଯୁବ ଓ ମହିଳା କର୍ମୀମାନେ ବନାଗ୍ନିରେ ନିଆ ଲିଭାଇବା ଜାରି ରଖିଛନ୍ତି । ବନାଗ୍ନୀକୁ ନିୟନ୍ତ୍ରଣ କରିବାକୁ ଆପଣମାନଙ୍କ ସହଯୋଗ କାମନା କରୁଛି । ମୁଁ ମଧ୍ୟ ନିଅାଁ ଲିଭାଇବା କ୍ଷେତ୍ରରେ ସାମିଲ ହେବି ବୋଲି ବିଜେଡ଼ିର ସାଂଗଠନିକ ସଂପାଦକ ବବି ଟ୍ୟୁଟି କରିଥିବା ଜଣାପଡିଛି ।





