Tuesday, June 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସାଧୁ ପିନ୍ଧିଲେ ହର୍ବାଲ ମାସ୍କ

by ସଞ୍ଜୟ ସ୍ୱାଇଁ
May 24, 2021
in Lifestyle
ସାଧୁ ପିନ୍ଧିଲେ ହର୍ବାଲ ମାସ୍କ
275
VIEWS
Share on FacebookShare on Twitter

ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): ଭାରତୀୟ ମାନେ ନୂଆ ଚିନ୍ତାଧାରାରେ ଧୁରନ୍ଧର । ଭାରତୀୟ ମାନଙ୍କ ଅନେକ ଚିନ୍ତାଧାରା ଯୋଗାଡ଼ ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ସୀତାପୁରର ଜଣେ ସାଧୁ ବାବାଙ୍କ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ହର୍ବାଲ ମାସ୍କ ପିନ୍ଧିଥିବା ନଜର ଆସିଛନ୍ତି । ଆଇପିଏସ ଅଫିସର ରୂପିନ ଶର୍ମା ଭିଡିଓଟିକୁ ଶେୟାର କରିଛନ୍ତି । ସୀତାପୁର ବସଷ୍ଟାଣ୍ଡ ନିକଟରେ ଏହାର ସୁଟିଂ ହୋଇଛି ଭିଡିଓରେ ବୃଦ୍ଧ ସାଧୁ ବାବା ପିନ୍ଧିଥିବା ହର୍ବାଲ ମାସ୍କ ନିମ୍ବ ଓ ତୁଳସୀ ପତ୍ରରେ ପ୍ରସ୍ତୁତ ହୋଇଛି । ବାବା ନିଜର ଏହି ସ୍ୱତନ୍ତ୍ର ମାସ୍କର ସୁଫଳ ବିଷୟରେ କହିଛନ୍ତି । ତାଙ୍କ କହିବା ଅନୁସାରେ, ତୁଳସୀ ଓ ନିମ୍ବରେ ବ୍ୟାକ୍ଟେରିଆରୋଧୀ ଗୁଣ ରହିଛି । ସେଥିପାଇଁ ଏହା କରୋନା ଭାଇରସରୁ ରକ୍ଷା କରିବ । ଅନ୍ୟ ସବୁ ମାସ୍କ ତୁଳନାରେ ଏହି ହର୍ବାଲ ମାସ୍କ ଅଧିକ ପ୍ରଭାବଶାଳୀ ବୋଲି ସେ ବିଶ୍ୱାସ କରନ୍ତି । ସାଧୁ ବାବା ନିଜ ଯୋଗାଡକୁ ଶହେ ପ୍ରତିଶତ ଠିକ କହିଲେ ମଧ୍ୟ ଲୋକେ କରୋନା ସଂକ୍ରମଣକୁ ଯୋଗାଡ ଦ୍ୱାରା ନୁହେଁ ବରଂ ବୁଦ୍ଧିବିଚାର ଦ୍ୱାରା ହରାଇବା ଉଚିତ । ସଂକ୍ରମଣ ବୃଦ୍ଧିର ଆଶଙ୍କା ଥିବାଭଳି କୌଣସି କାମ କରିବା ଉଚିତ ନୁହେଁ ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!