Friday, June 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆୟୁଷ୍ମାନ ଯୋଜନା, ଇକେୱାଇସି କରିବେନି ଜନସେବା କେନ୍ଦ୍ର

by ସଞ୍ଜୟ ସ୍ୱାଇଁ
April 29, 2025
in Nayagarh, State
ଆୟୁଷ୍ମାନ ଯୋଜନା, ଇକେୱାଇସି କରିବେନି ଜନସେବା କେନ୍ଦ୍ର
493
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ବ୍ଲକ ଅଞ୍ଚଳରେ ରହିଥିବା ସମସ୍ତ ଜନସେବା କେନ୍ଦ୍ର ଆୟୁଷ୍ମାନ ଯୋଜନା ଇକେୱାଇସି ନକରିବା ପାଇଁ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଇକେୱାଇସି କରିବା ପାଇଁ ମିଳୁଥିବା ପାରିଶ୍ରମିକ ପରିଶ୍ରମ ତୁଳନାରେ କମ ହୋଇଥିବା ବେଳେ କୁଜି ନେତାଙ୍କ ପ୍ରଭାବ ଜନସେବା କେନ୍ଦ୍ର ଗୁଡ଼ିକ ଉପରେ ଅସହ୍ୟ ପରିସ୍ଥିତି ସୃଷ୍ଟି କରିଥିବା ଅଭିଯୋଗ ହୋଇଛି । ଆଶାଦିଦିଙ୍କ ଦ୍ୱାରା ଚିହ୍ନଟ ହେଉଥିବା ହିତାଧିକାରୀଙ୍କୁ ସଠିକ ସମୟରେ ପାଇବାରେ ସମସ୍ୟା ହେଉଛି । ଯାହା ଦ୍ୱାରା ଅନେକ ସମୟ ଅପଚୟ ହେଉଛି । ଅଧିକ ସମୟ ଓ ପରିଶ୍ରମ ଦେଇ କାମ କରିବା ପରେ କମିଶନ ବାବଦରେ ମାତ୍ର ୨.୪୨ ଟଙ୍କା ମିଳୁଛି । ଯାହାକୁ ନେଇ ଅସନ୍ତୋଷ ରହିଥିବା ବେଳେ ରାଜନୀତି ସହ ଜଡିତ କିଛି କୁଜି ନେତାଙ୍କ ପ୍ରାଦୃଭାବ ଆମ୍ଭମାନଙ୍କୁ ଅସହ୍ୟ ହେଲାଣି ବୋଲି ଜନସେବା କେନ୍ଦ୍ର ଗୁଡ଼ିକ ପକ୍ଷରୁ ଅଭିଯୋଗ ହୋଇଛି । ଯାହାକୁ ନେଇ ଆୟୁଷ୍ମାନ ଇକେୱାଇସି କରିବାକୁ ଜନସେବା କେନ୍ଦ୍ର ଗୁଡ଼ିକ ମନା କରି ଦେଇଥିବା ଜଣାପଡ଼ିଛି ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!