Friday, September 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭୁବନେଶ୍ୱରରେ ଅଟୋ ଭଡ଼ା ସର୍ବନିମ୍ନ ୨୦ ଟଙ୍କା

by ସଞ୍ଜୟ ସ୍ୱାଇଁ
April 20, 2021
in State
ଭୁବନେଶ୍ୱରରେ ଅଟୋ ଭଡ଼ା ସର୍ବନିମ୍ନ ୨୦ ଟଙ୍କା
300
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜ୍ୟରେ କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ଦ୍ୱାରା ଯାତ୍ରୀ ପରିବହନ ଉପରେ କଟକଣା ଜାରି କରାଯାଇଥିବାବେଳେ ରାଜଧାନୀ ଅଟୋରିକ୍ସା ମହାସଂଘ ସାଧାରଣ ଲୋକଙ୍କ ଉପରେ ଅତିରିକ୍ତ ବୋଝ ଲଦି ଦେଇଛି । ଏଣିକି ରାଜଧାନୀ ଭୂବନେଶ୍ୱରରେ ସର୍ବନିମ୍ନ ୩ କିମି ପାଇଁ ଯାତ୍ରୀଙ୍କୁ ମୁଣ୍ଡପିଛା ୨୦ଟଙ୍କା ଭଡା ଦେବାକୁ ପଡ଼ିବ । ରାଜଧାନୀର ଅଟୋରିକ୍ସା ମହାସଂଘର ସାଧାରଣ ସମ୍ପାଦକ ବିଜୟ କୁମାର ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ବାରମ୍ବାର ତୈଳଦର ବୃଦ୍ଧି ଓ କୋଭିଡ୍ କଟକଣା ଯୋଗୁ ଅଟୋରେ ସର୍ବାଧିକ ୨ଜଣ ଯାତ୍ରୀଙ୍କୁ ପରିବହନ କରିବାର ନିୟମକୁ ଦୃଷ୍ଟିରେ ରଖି ଏହି ଭଡା ବୃଦ୍ଧି କରାଯାଇଛି । ଯାତ୍ରୀଙ୍କୁ ସର୍ବନିମ୍ନ ୩ କିମି ପାଇଁ ୨୦ ଟଙ୍କା ଦେବାକୁ ପଡ଼ିବ । ତା’ଠୁ ଅଧିକ ହେଲେ ୧ କିମି ପିଛା ୧୦ ଟଙ୍କା ଦେବାକୁ ପଡ଼ିବ । ଯଦି ଅଟୋ ରିଜର୍ଭ କରିବେ ତା’ହେଲେ ୩ କିମି ପାଇଁ ଯାତ୍ରୀଙ୍କୁ ୫୦ ଟଙ୍କା ଓ ତା’ଠୁ ଅଧିକ ହେଲେ ୧କିମି ପିଛା ଅତିରିକ୍ତ ୧୫ ଟଙ୍କା ଦେବାକୁ ପଡ଼ିବ । ଗତ କିଛି ଦିନ ହେଲା କ୍ରମାଗତ ଭାବେ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି । କୋଭିଡ ପାଇଁ ଅଟୋଚାଳକଙ୍କ ଜୀବିକା ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଛି । ତେଣୁ ମହାସଂଘ ଆଜି ଏହି ଦରବୃଦ୍ଧି ନିଷ୍ପତ୍ତି ନେଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!