ମେମୁ ଟ୍ରେନ ପ୍ରଚଳନ ଏବଂ ବଗି ସଂଖ୍ୟା ବୃଦ୍ଧି କରିବା ଦାବିରେ ରେଳ ଷ୍ଟେସନରେ ନାଗରିକ ମଞ୍ଚର ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ
ନୟାଗଡ଼, (ବାଘୁଆବାର୍ତ୍ତା): ରେଳ କର୍ତ୍ତୃପକ୍ଷଙ୍କ ନୟାଗଡ଼ ଜିଲ୍ଲା ପ୍ରତି କ୍ରମାଗତ ବୈମାତୃକ ମନୋଭାବ ପ୍ରତିବାଦରେ ନୟାଗଡ଼ ନାଗରିକ ମଞ୍ଚ କଠୋର ଆଭିମୁଖ୍ୟ ଗ୍ରହଣ କରିବା ସହିତ ରେଳ...







