ପ୍ରଫେସର ଉମାବଲ୍ଲଭ ମହାପାତ୍ର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଓ ପ୍ରଫେସର ସଞ୍ଜୟ ଶତପଥୀ କଳାହାଣ୍ଡି ବିଶ୍ବବିଦ୍ୟାଳୟର କୁଳପତି ନିଯୁକ୍ତ
ଭୁବନେଶ୍ବର,(ବାଘୁଆବାର୍ତ୍ତା): ଓଡ଼ିଶାର ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟମାନଙ୍କର କୁଳାଧିପତି ପ୍ରଫେସର ଗଣେଶୀ ଲାଲ ଆଜି ପ୍ରଫେସର ଉମାବଲ୍ଲଭ ମହାପାତ୍ର ଏବଂ ପ୍ରଫେସର ସଞ୍ଜୟ କୁମାର ଶତପଥୀଙ୍କୁ ଯଥାକ୍ରମେ ରାଜେନ୍ଦ୍ର...






