ଭ୍ୟାକ୍ସିନ ମିଳୁଛି ନା ଡ୍ରେସ ଦୋକାନ ଖୋଲା ଅଛି, ମୁଁ ବହୁତ ଦୁଃଖିତ, ମୋ ସ୍ୱାମୀ ମୋତେ ଭେଟୁ ନାହାନ୍ତି: ରାକ୍ଷୀ ସାୱନ୍ତ
ମୁମ୍ବାଇ, (ବାଘୁଆବାର୍ତ୍ତା): ଡ୍ରାମା କ୍ୱିନ୍ ଭାବରେ ଜଣାଶୁଣା ରାକ୍ଷୀ ସାୱନ୍ତ ସର୍ବଦା ଚର୍ଚ୍ଚାରେ ରହିଆସୁଛନ୍ତି । ଏପରି କିଛି କରିଥାନ୍ତି ଯାହାକି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ...








