Thursday, November 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଥାନାରୁ ଅଭିଯୁକ୍ତ ଫେରାର ଘଟଣା, ଏଏସଆଇ ସମେତ କନେଷ୍ଟବଳ ନିଲମ୍ବିତ

by ସଞ୍ଜୟ ସ୍ୱାଇଁ
September 11, 2023
in Crime, State
ଥାନାରୁ ଅଭିଯୁକ୍ତ ଫେରାର ଘଟଣା, ଏଏସଆଇ ସମେତ କନେଷ୍ଟବଳ ନିଲମ୍ବିତ
53
VIEWS
Share on FacebookShare on Twitter

ଆଠଗଡ଼, (ବାଘୁଆବାର୍ତ୍ତା): ଆଠଗଡ଼ ଥାନାରୁ ଅଭିଯୁକ୍ତ ଚଂପଟ ମାରିବା ଘଟଣା। କାର‌୍ୟ୍ୟରେ ଅବହେଳା ପାଇଁ ଦୁଇ ପୋଲିସ କର୍ମଚାରୀ ନିଲମ୍ବିତ। ଏ ଏସ୍ ଆଇ ରଞ୍ଜନ ସାହୁ ଏବଂ କନେଷ୍ଟବଳ କ୍ଷୀରୋଦ ବେହେରା ନିଲମ୍ବିତ । ନିଲମ୍ବିତ କଲେ କଟକ ଗ୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକ । ଗତ ୮ ତାରିଖରେ ଆଠଗଡ଼ ଥାନା ଅମୃତମଣୋହୀ ପାଟଣା ଗାଁର ବିରଞ୍ଚି ମନ୍ତ୍ରୀଙ୍କୁ ଘରୁ ଉଠାଇ ଆଣି ଥାନା ହାଜତରେ ରଖିଥିଲା ଆଠଗଡ଼ ପୋଲିସ । ଅଗଷ୍ଟ ମାସ ୯ ତାରିଖରେ ଏହି ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ମୂହାଁମୁହିଁ ହେବା ସହ ବୋମାମାଡ ଓ ଖଣ୍ଡାରେ ଆକ୍ରମଣ ହୋଇଥିଲା । ସୂଚନା ଥାଉକି, ଗତ ୮ ତାରିଖରେ ଥାନାରୁ ଅଭିଯୁକ୍ତ ମାରିଲା ଅଭିଯୁକ୍ତ । ଦାୟିତ୍ୱରେ ଥିବା ପୋଲିସ୍ କର୍ମଚାରୀଙ୍କ ଅସାବଧାନତା ଯୋଗୁଁ ଥାନାରୁ ଚମ୍ପଟ ମାରିଲା କଏଦୀ । ହାଜତ ଭିତରୁ ଚମ୍ପଟ୍ ମାରିଥିଲା ଜଣେ ଅଭିଯୁକ୍ତ । ଠିକ୍ ମାସେ ତଳେ ଅଗଷ୍ଟ ୯ ତାରିଖରେ ଆଠଗଡ଼ର ଥାନାର ଅମୃତମଣୋହି ପାଟଣା ଗ୍ରାମରେ ବୋମାମାଡ଼ ଘଟଣାରେ ଫେରାର ରହିଥିଲା ଅଭିଯୁକ୍ତ ବିରଞ୍ଚି ମନ୍ତ୍ରୀ । ପରେ ରାତିରେ ଆଠଗଡ଼ ପୋଲିସ ବିରଞ୍ଚିଙ୍କ ଉଠାଇ ଆଣି ଆଠଗଡ଼ ଥାନାରେ ରଖିଥିଲା । ହେଲେ ପୋଲିସ କର୍ମଚାରୀଙ୍କ ଅସାବଧାନତା ହେତୁ କଏଦୀ ଚମ୍ପଟ ମାରିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!